ସାମାଜିକ ଅନ୍ତର୍ଭୁକ୍ତିକରଣ ଅଭିଯାନ: ଓଡ଼ିଶା ଜୀବିକା ମିଶନ (ଓଏଲ୍ଏମ୍) ଦ୍ଵାରା ୪ ଲକ୍ଷରୁ ଅଧିକ ପରିବାରକୁ…
ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିମାନଙ୍କର ଅନ୍ତର୍ଭୁକ୍ତିକରଣ ଉପରେ ବିଶେଷ ଧ୍ୟାନ
ଭୁବନେଶ୍ୱର ତା୩୧/୦୧/୨୦୨୫ ରିଖ: ଦୀନଦୟାଳ ଅନ୍ତୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ (DAY-NRLM), ଭାରତ ସରକାରଙ୍କର ଏକ ମହତ୍ତ୍ୱାକାଂକ୍ଷୀ ପ୍ରମୁଖ ଯୋଜନା, ଯାହା ୨୦୧୨ ମସିହା ଏପ୍ରିଲ ୧ ତାରିଖରୁ…