ସି.ଏମ୍.ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସି.ଏମ୍.ଟ୍ରଫି ନିମନ୍ତେ ଆଜି ଗଜପତି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ସି.ଏମ. ଟ୍ରଫି ହାସଲ ନିମନ୍ତେ ୭ ଏପ୍ରିଲ ଠାରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ,…

ସୋନପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :

 ବିଭିନ୍ନ ୨୩ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ  ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ସୁବର୍ଣ୍ଣପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀମତୀ…

ପୁରୀ ରଥ ନିର୍ମାଣ ପାଇଁ ପଦ୍ମପୁରରେ ଗଛ କଟା ଆରମ୍ଭ ।

https://youtu.be/Y1_igd9P6w4 ପଦ୍ମପୁର :- ରାମ ନବମୀ ଅବସରରେ ଜଗନ୍ନାଥମୟ ହୋଇଯାଇଛି ପୁରା ଗାଁ । ପଦ୍ମପୁର ଉପଖଣ୍ଡ ବୁଡାମାଲ ଗାଁ ରେ ଆଜି ଦେଖିବାକୁ ମିଲିଛି ଜଗନ୍ନାଥ ପ୍ରେମୀଙ୍କ ଭିଡ । ଚଳିତ ରଥଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ବୁଡାମାଲ ଗାଁ ରୁ ଜଗନ୍ନାଥ ଧାମ ପୁରୀକୁ ଯିବ ରଥ…

ସମ୍ବଲପୁର ରେଢାଖୋଲରେ ବିଜେପିର ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀ

‘ବିଜେପି ପ୍ରତିଷ୍ଠା ଦିବସ’ ଆମ କାର୍ଯ୍ୟକର୍ତ୍ତାଙ୍କ ସଂଘର୍ଷ, ପରିଶ୍ରମ ଓ ତପସ୍ୟାକୁ କୃତଜ୍ଞତା ଜଣାଇବାର ଅବସର - ଧର୍ମେନ୍ଦ୍ର ପ୍ରଧାନ • ବିଜେପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇବା ସହ ସାହାସପୁର ଠାରେ ପଦଯାତ୍ରାରେ ସାମିଲ ହେଲେ• କାର୍ଯ୍ୟକର୍ତ୍ତାଙ୍କ ଘରେ ଦଳୀୟ ପତାକା ଲଗାଇଲେ…

ଓଡ଼ିଆ ପକ୍ଷ ଅବସରରେ ଦେବାଳୟ ଓ ଐତିହ୍ୟ ସ୍ଥଳୀର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ଆଜି ଦେବାଳୟ, ଐତିହ୍ୟ ସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀ ଗୁଡିକର ସ୍ଵଚ୍ଛତା ଅଭିଯାନ ଅନୁଯାୟୀ ଜିଲ୍ଳାର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଆଦିବାସୀ ଇଲାକାରେ ଟିପିଏସ୍ଓଡିଏଲର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା

ଗୋଟିଏ ବର୍ଷରେ ୧୦୧୮ ଗ୍ରାମରେ ପହଞ୍ଚିଛି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଦୁଇ ଲକ୍ଷରୁ ଅଧିକ ଲୋକ ଉପକୃତ ୧୪୦୦ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ ଓ ସଚେତନତା ଶିବିର ବ୍ରହ୍ମପୁର,: ଜନଜାତି ବହୁଳ ଦକ୍ଷିଣ ଓଡ଼ିଶାର ଘଞ୍ଚ ଜଙ୍ଗଲ ଓ ପାହାଡ଼ଘେରା ଇଲାକାରେ ସ୍ବାସ୍ଥ୍ୟସେବାର ଏକ…

ବରଗଡ ସାଂସଦଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ବରଗଡ,୬ ୵ ୪: ଏପ୍ରିଲ ୫ ତାରିଖ ଦିନ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ତାଙ୍କ ଜନ୍ମ ଦିବସରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜ୍ଞାପନ କରିବା ସହ ଜୀବନର ସୁଖ ସମୃଦ୍ଧି ପାଇଁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ…

ଓଡ଼ିଆ ପକ୍ଷ ପାଳନ ଅବସରରେ ଦେବାଳୟ ଓ ଐତିହ୍ଯ ସ୍ଥଳୀ ଗୁଡିକର ସ୍ଵଚ୍ଛତା ଅଭିଯାନ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୬/୪/୨୦୨୫ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଆ ପକ୍ଷ ଏପ୍ରିଲ ପହିଲାରୁ ଆରମ୍ଭ ହୋଇ 14 ଏପ୍ରିଲ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ। କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଏହି ଅବସରରେ ବିଭିନ୍ନ…

ଓଡ଼ିଆ ଭାଷା ବିକାଶ ମଞ୍ଚର ସାରସ୍ଵତ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଓ ସାହିତ୍ୟ ସନ୍ଧ୍ୟା

ରାଉରକେଲା, (ବସନ୍ତ କୁମାର ଜେନା): ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ସଭାକକ୍ଷରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଓ ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଗଙ୍ଗାଧର ମେହେରଙ୍କ ତିରୋଧାନର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ…

ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଵଚ୍ଛତା ଅଭିଯାନ- ଦେବାଳୟ ସଫେଇ କଲେ ଏଡିଏମ୍ , ପୌର ଅଧିକାରୀ ଓ…

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁରଠାରେ ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ସହରର ପବିତ୍ର ଦେବାଳୟ ଓ ଐତିହ ପୀଠ ଗୁଡିକୁ ସର୍ବଦା ସ୍ୱଚ୍ଛ ସୁନ୍ଦର ରଖିବାକୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ,ପର୍ଯ୍ୟଟନ…