ବାହୁଡ଼ିଲେ ମହାବାହୁ: ଗୀତ ଗୋବିନ୍ଦରେ ପ୍ରକମ୍ପିତ ହେଲା ସିଂହଦ୍ୱାର
ପୁରୀ, ୫/୬ (ଅନିମେଶ ପଟ୍ଟନାୟକ): ଆଡ଼ପ ମଣ୍ଡପରେ ଲିଳାଖେଳା ସାରି ଶ୍ରୀମନ୍ଦିର ବାହୁଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ବିଳମ୍ବିତ ସଂଧ୍ୟାରେ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଛି ୩ରଥ । ରବିବାର ସୁନାବେଶରେ ଦର୍ଶନ ଦେବେ ତିନି ଭାଇ ଭଉଣୀ ।
ସରିଛି ୯ଦିନର ଆଡ଼ପ ମଣ୍ଡପ ଲିଳାଖେଳା । ଶୁକ୍ରବାର…