ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫: କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଖେଳାଳି

 କ୍ରୀଡ଼ାବିତ୍‍ ପ୍ରତିନିଧିତ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ  ରାଜ୍ୟ ଭାବରେ ଓଡ଼ିଶା ଦ୍ୱିତୀୟ  ଭୁବନେଶ୍ୱର, ୧୦ ।୭: ଜୁଲାଇ୧୬ ରୁ ୨୭ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନ, ରାଇନ-ରୁହର ଅଞ୍ଚଳ (ଏସେନ, ବୋଚମ, ଡୁଇସବର୍ଗ, ମୁଲହେଇମ ଆନ ଡେର ରୁହର, ହାଗେନ) ଆଦି ସ୍ଥାନରେ…

ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍‌ରେ ଗୁରୁ ପୂର୍ଣିମା ଉତ୍ସବ ଶ୍ରଦ୍ଧା, ଭକ୍ତି ଓ ଗରିମା ସହିତ ଅନୁଷ୍ଠିତ

ରାଉରକେଲା,(ବସନ୍ତ କୁମାର ଜେନା): ଭାରତୀୟ ବଜାରରେ ୫୦ ବର୍ଷ ଧରି ଗୁଣବତ୍ତା ଓ ପାରମ୍ପରିକତାର ପରିଚାୟ ହୋଇଥିବା ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି କାରଖାନା ପରିସରରେ ଗୁରୁ ପୂର୍ଣିମା ଅତ୍ୟନ୍ତ ଭବ୍ୟ ଓ ଆଧ୍ୟାତ୍ମିକ ଭାବେ ଉଦ୍‌ଯାପିତ ହୋଇଛି। କାର୍ଯ୍ୟକ୍ରମର ଆରମ୍ଭ…

ଭାରତ ବିକାଶ ପରିଷଦର ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା,(ବସନ୍ତ କୁମାର ଜେନା): ଭାରତ ବିକାଶ ପରିଷଦ, ରାଉରକେଲା ଶାଖା ର ପ୍ରତିଷ୍ଠା ଦିବସ ସେକ୍ଟର ୨୧ ସ୍ଥିତ ଉତ୍ତମ ବସ୍ତି ଠାରେ ପାଳିତ ହୋଇଯାଇଛି। ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବନ୍ଦିତା ମାହାତୋ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ : ସନ୍ଧ୍ୟା ଆଳତି ଦର୍ଶନ ପାଇଁ ଭକ୍ତଙ୍କ ସମାଗମ

https://youtu.be/U8wv06mB2b4  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଷାଢ ପୂର୍ଣ୍ଣିମା ରେ ପ୍ରଭୁ ଜଗନ୍ନାଥଙ୍କର ଲକ୍ଷ୍ମୀ ନାରାୟଣ ବେଶ ଓ ସନ୍ଧ୍ୟା ଆଳତି ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ। ମହିଳା ମାନଙ୍କ…

ରାସ୍ତାରେ ଓଲଟିଲା ତେଲ ଟ୍ୟାଙ୍କର୍

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲି ଗ୍ରାମ ନିକଟରେ ଏକ ତେଲ ବୋଝେଇ ଟ୍ୟାଙ୍କର୍ ଓଲଟି ପଡିବା ଫଳରେ ପାଞ୍ଚ ଘଣ୍ଟା ଧରି ରାସ୍ତା ବନ୍ଦ ହୋଇଯାଇଥିଲା I ସୂଚନା ପ୍ରକାରେ ଆଜି ପାରାଦୀପରୁ ନାୟାରା କମ୍ପାନିର ୨୫୦୦୦ ଲିଟର୍ ତେଲ ନେଇ OD04N4230 ନମ୍ଵର୍…

ଚିଲିକା ତହସିଲ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଚିଲିକା:(ସେକ କୌସର): ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଛ ଆମ ଜୀବମ, ଗଛ ବଞ୍ଚିଲେ ଆମେ ବଞ୍ଚିବା । ଏହି ନାରା ନେଇ ଆଜି ଚିଲିକା ତହସିଲଦାର କାହ୍ନୁ ଚରଣ ଘଡ଼ାଇ , ଆଡ଼ିସିନାଲ ତହସିଲଦାର ବିଷ୍ଣୁପ୍ରିୟା…

ଭାରତୀୟ ଖଣି ବ୍ୟୁରୋ ପକ୍ଷରୁ ବାଫ୍ଲିମାଳି ଖଣିକୁ ପଞ୍ଚତାରକା ରେଟିଂ ସମ୍ମାନ ପ୍ରଦାନ

ରାୟଗଡା, ୧୦/୭; ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ବାଫ୍ଲିମାଳି ଖଣିକୁ ପଞ୍ଚତାରକା ରେଟିଂ ସମ୍ମାନ ମିଳିଛି । ରାଜସ୍ଥାନ ଜୟପୁର ଠାରେ ଆୟୋଜିତ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ )ର ବାର୍ଷିକ କାର୍ଯ୍ୟକ୍ରମରେ ବାଫ୍ଲିମାଳି ବକ୍ସାଇଟ ଖଣିକୁ ବହୁ…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର , ପାରଳାଖେମୁଣ୍ଡି ଠାରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରମ ପବିତ୍ର ଗୈରିକ ଧ୍ୱଜକୁ ପୂଜନ କରିବା ସହ ଆଜିକାର ଦିବସର ମହତ୍ତ୍ବ…

ଜାତୀୟ ସ୍ତରୀୟ ବୁଥ ଅଧିକାରୀଙ୍କ ପଞ୍ଚମ ଦିନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜାତୀୟ ବୁଥ ସ୍ତରୀୟ ଅଧିକାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର କାଶ୍ୟପି ବେହେରା , ମିତାଳି ମଧୁସ୍ମିତା ପାଢ଼ୀ ଓ ସହକାରୀ ଜିଲ୍ଲାପାଳ ନିର୍ବାଚନ…

କେନ୍ଦୁଝର: ରଥଯାତ୍ରା ଦେଖି ଫେରୁଥିବା ଯୁବତୀଙ୍କୁ ଅପହରଣ ପରେ ଅସଦାଚରଣ ଲାଗି ୪ ଗିରଫ ।

 କେନ୍ଦୁଝର,ତା୧୦/୭- କେନ୍ଦୁଝର ଟାଉନ ପୋଲିସ ପକ୍ଷରୁ ମାମଲା ନଂ ୪୧୩/୨୦୨୫ ଆଧାରରେ ଏକ ଅସଦାଚରଣ ମାମଲାରେ ୪ ଜଣ ଯୁବକଙ୍କୁ ଗିରଫ ସହ ଜଣେ ନାବାଳକକୁ ଅଟକ ରଖାଯାଇଛି । ଖବର ମିଳିଛି କି କେନ୍ଦୁଝର ସହରକୁ ରଥଯାତ୍ରା ଦେଖିବାକୁ ଜଣେ ଆଦିବାସୀ ନାବାଳିକା ଆସିଥିଲେ। ସେ ରଥଯାତ୍ରା ବୁଲି ନିଜ…