ମଦ ସୁନ୍ଦରୀ ମାଆ ସହ ଗିରଫ ହେଲା।
ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଲା ଲମ୍ବା ହାତ କାମ ଦେଲାନି।
କେନ୍ଦୁଝର,ତା୨୬/୪- ନିଜେ ୱାର୍ଡ ମେମ୍ବର ପୁଣି ସେ କିରାନା ଦୋକାନରେ ବିଦେଶୀ ମଦ ଚଢ଼ା ଦାମରେ ବିକେ ଗାଁ ପିଲେ ତେଣେ ମଦୁଆ ମାତାଲି ହୋଇ ମରନ୍ତୁ, ଏହି ହେଲା ଗାଁ ରାଜନୀତି। ହେଲେ ଏହାକୁ ଯେ…