ହାଇସ୍କୁଲ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶତପ୍ରତିଶତ ଫଳାଫଳ।

ପଦ୍ମପୁର ତା:୦୨/୦୫ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ର ବିଗତ ଶିକ୍ଷାବର୍ଷରେ ହାଇସ୍କୁଲ ପରୀକ୍ଷାରେ ସଫଳତାର ଶତପ୍ରତିଶତ ଫଳାଫଳ ରଖିଛି । A1ରେ ୫ ଜଣ ଗଜେନ୍ଦ୍ର ମହାରଣା ୫୬୬ ମାର୍କ ୯୪.୩୩ %, ଲୋକପାଳ ପ୍ରଧାନ ୫୫୫ମାର୍କ ୯୨.୫୦%,ଗୋଲଡି ବେହେରା ୫୪୯ମାର୍କ ୯୧.୫୦%,…

ନବରଙ୍ଗପୁର ସହରର ଛାତ୍ରଙ୍କ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ଦ୍ଵିତୀୟ ସ୍ଥାନ ଅଧିକାର

ନବରଙ୍ଗପୁର,02/05/2025,ଅଶୋକ ସାହୁ, ଶାସକ ପ୍ରଶାସକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗୁଡା, ନବରଙ୍ଗପୁର ବିଦ୍ୟାଳୟର ଛାତ୍ର ଆଶୁତୋଷ ପାଣିଗ୍ରାହୀ 549 ମାର୍କ 91.50% ମାର୍କ ରଖି ନବରଙ୍ଗପୁର ଜିଲ୍ଲାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ପିତା…

ପ୍ରେମରେ ଧୋକା, ନିଜ ଘରେ ଲୁଗାରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଅସ୍ତରଙ୍ଗ: ଅସ୍ତରଙ୍ଗ ଥାନା ଅଧିନସ୍ଥ ଅସ୍ତରଙ୍ଗ ଗ୍ରାମର ବାପି ନାୟକ (୨୬) ନାମକ ଜଣେ ଯୁବକ ପ୍ରେମ ରେ ଧୋକା ପାଇବା କାରଣ ରୁ ବୁଧବାର ରାତିରେ ନିଜ ଘରେ ଲୁଗାରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଏକ ଅଭାବନୀୟ ଘଟଣା ଘଟିଛି | ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢିଉଠିବା ଓ ପରେ କୌଣସି କାରଣରୁ…

ମ୍ୟାଟ୍ରିକ ପରୀକ୍ଷା ରେ ଅସ୍ତରଙ୍ଗ ରେ ୪ଏ ୱାନ ।

ଅସ୍ତରଙ୍ଗ: ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ,ଅସ୍ତରଙ୍ଗ,ସୁନ୍ଦର୍,ପାଟଳଦା,ବନ୍ତିଲୋ,ଓ ୟାଇଶାନେଶ୍ୱର୍ ବିଦ୍ୟାପୀଠ, ଅଠତିରା ରେ ହୋଇଥିବା ୫ ଗୋଟି ପରୀକ୍ଷା କେନ୍ଦ୍ର ରେ ପ୍ରାୟ,୧୦୦୦ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ଥିଲେ । ସେଥି ମଧ୍ୟରୁ…

ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସଫଳ ଏବଂ ଉଜ୍ଜଳ ଭବିଷ୍ୟତର…

କାଲି ଠୁ ତିନି ଦିନିଆ ଗସ୍ତରେ ରାଜସ୍ଥାନ ଯିବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଗ୍ରେଟ ଇଣ୍ଡିଆ ଟ୍ରାଭେଲ ବଜ଼ାର ରେ ଦେବେ ଯୋଗ ଭୁବନେଶ୍ୱର ତା ୦୨/୦୫/୨୦୨୫ରିଖ: ଆସନ୍ତାକାଲି ତା ୦୩/୦୫/୨୦୨୫ରିଖ ରୁ ତା୦୫/୦୫/୨୦୨୫ରିଖ ଯାଏଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ତିନିଦିନିଆ ରାଜସ୍ଥାନ ଗସ୍ତରେ ଯିବେ । ଆସନ୍ତା ୪ ତାରିଖରେ ଜୟପୁର ଠାରେ ଆୟୋଜିତ ହେବାକୁ ଥିବା…

୧୩୬ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ଓଡିଶାରେ ୩୮୯୮.୫୪ କୋଟି ଟଙ୍କାର ନୂତନ…

୧୧ ଟି ଜିଲ୍ଲାରେ ୭,୪୬୪ରୁ ଅଧିକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ଧାତୁ କ୍ଷେତ୍ରରେ ଇସ୍ପାତ, ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ୍, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ, ପର୍ଯ୍ୟଟନ, ପୋଷାକ, ଟେକ୍ସଟାଇଲ ଏବଂ ଲଜିଷ୍ଟିକ୍ସ ସମେତ ପ୍ରମୁଖ କ୍ଷେତ୍ରରେ ୧୯ଟି ପ୍ରକଳ୍ପ ଅନୁମୋଦନ ଭୁବନେଶ୍ୱର…

ସୋଆରେ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ୱର, ମଇ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଆନୁକୂଲ୍ୟରେ ଏକ ଗ୍ରୀଷ୍ମକାଳୀନ କ୍ରୀଡା ପ୍ରଶିକ୍ଷଣ ଶିବିର ବୁଧବାର ଏଠାରେ ଉଦଯାପିତ ହୋଇଯାଇଛି । ଗତ ୨୧ ତାରିଖରୁ ୮ ଟି ବିଭିନ୍ନ କ୍ରୀଡ଼ା (କ୍ରିକେଟ୍, ଭଲିବଲ, ବାସ୍କେଟବଲ, ଟେନିସ୍, ଟେବୁଲ ଟେନିସ୍, ଖୋ ଖୋ, କବାଡି ଓ ଚେସ୍)କୁ ନେଇ ଏହି…

ଜାତି ଜନଗଣନା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳର ଏକ ବଡ଼ ବିଜୟ– ଭକ୍ତ

https://youtu.be/Ew4PcHaz8ZA ଭୁବନେଶ୍ବର ତା. ୧.୫- ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ସଦାସର୍ବଦା ଏବଂ ଦୀର୍ଘଦିନ ଧରି ସାରାଦେଶରେ ଜାତି ଜନଗଣନାପାଇଁ ଦାବି କରିଆସୁଛନ୍ତି । ଏବଂ ଏହି ଜାତି ଜନଗଣନା ପାଇଁ ରାହୁଲ ଗାନ୍ଧୀ ସାରା ଭାରତ ବର୍ଷରେ ଅଗ୍ରଣୀ ଭୂମିକାରେ ଏହି କାର୍ଯ୍ୟ କରି…