ଅଙ୍ଗନବାଡ଼ି ପରିସର ଆବର୍ଜନାରେ ପୂର୍ଣ୍ଣ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ଶିଶୁଙ୍କ ସୁରକ୍ଷା ପ୍ରତି ସରକାର ର ବିଶେଷ ଧ୍ୟାନ ଦେଉଥିବା ବେଳେ ଅନେକ ସମୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳେ । ସୁବର୍ଣ୍ଣପୁର ଜିଲ୍ଲା,ଡୁଙ୍ଗୁରିପାଲି ବ୍ଲକ ,ସୁନାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପହଣ୍ଡି ଗ୍ରମର ଅଙ୍ଗନବାଡ଼ି…