- Hits: 775
ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ ଘଟଣା : କ୍ଷୁବ୍ଧ ଓଡିଶା ବିପିୟୁଟି ଛାତ୍ର ସଂଘ କଲା ଦୃଢ ପ୍ରତିବାଦ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିଛି ଓଡିଶା ବିପିୟୁଟି ଛାତ୍ରସଂଘ | ସଂଘ ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ବିପିୟୁଟିର ଶତାଧିକ ଛାତ୍ର...








