ହେଡଲାଇନସ୍:

ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ ଛାତ୍ର ବିଜେଡି ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ବାରିପଦା)-  ନୂଆଦିଲ୍ଲୀ ସ୍ଥିତ ଜେଏନୟୁ  ବିଶ୍ବବିଦ୍ୟାଳୟ ହଷ୍ଟେଲରେ ହୋଇଥିବା ହିଂସା ଓ ଆକ୍ରମଣ  ପ୍ରତିବାଦରେ ଆଜି ବାରିପଦା ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଏବଂ ଏମପିସି ଜୁନିୟର କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ ଶାଖା ପକ୍ଷରୁ ଏକ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୁ ଛାତ୍ର ଜନତା ଦଳ ସଭାପତି ଅଭୟ ସିଂଙ୍କ ନେତୃତ୍ୱରେ   ଶତାଧିକ ଛାତ୍ର  ଉପସ୍ଥିତ ରହି ଏହି ହିଂସାକାଣ୍ଡ ଭିଆଇଥିବା ଅପରାଧୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି  ।

0
0
0
s2sdefault