ହେଡଲାଇନସ୍:

ମା ଢ଼ୋକରି ବୁଢ଼ୀ ଫୁଟବଲ ଟୁର୍ଣାମେଣ୍ଟ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲି/ନିରାକାର ମେହେର: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମ ପଂଚାୟତ ଆନୁକୂଲ୍ୟରେ ଗତ  5 ତାରିଖ ଠାରୁ ମା ଢ଼ୋକରି ବୁଢ଼ୀ ନକ ଆଉଟ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍ଜାଯାପିତ ହେଇଛି !ଆଜି ଦ୍ଵିତୀୟ ଦିନ ଖେଳ ରେ ସୋନପୁର ଓ ରାଇପୁର ମଧ୍ୟ ରେ ଅନୁଷ୍ଠିତ ହେଇଥିଲା !ସୋନପୁର ଦଳ ପେନାଲ ଟିକ ମାଧ୍ୟମରେ  6 ଗୋଲ ରେ ବିଜୟୀ ପ୍ରାପ୍ତ କରିଥିଲା ! ଏହି ମ୍ୟାଚ ରେ ବରିଷ୍ଠ କ୍ରୀଡାବିତ କମଲ ମିଶ୍ର ଖେଳ ପରିଚାଳନା କରିଥିଲେ !ଲାଇନ ମେନ ଭାବେ ସୌରଭ ପଣ୍ଡା ଓ ତାପସ ପତି ସହଯୋଗ କରିଥିଲେ !ଏହି ଟୁର୍ନାମେଣ୍ଟ ରେ ସଭାପତି ଭାବେ ସିଙ୍ଗଲ ମାଝୀ, ସମ୍ପାଦକ ଭକ୍ତ ଚରଣ ତାଣ୍ଡି, କୋଶଧକ୍ଷ ଚେରୁ ପ୍ରସାଦ ହଂସ, ଓ ସହ ସମ୍ପାଦକ ଖେମରାଜ ମାଝୀ ଦାଇତ୍ୱ ନିର୍ବାହ କରିଥିଲେ ଓ ଟୁର୍ନାମେଣ୍ଟ ଉଦଯାପିତ କରିଥିଲେ !ମୁଖ୍ୟ ଅତିଥି ଭାବେ ଶ୍ରୀ ବସ୍ସ ସୁପକର ଓ ସମ୍ମାନିତ ଅଥିତି ଭାବେ ରଣବୀର ସୁପକାର, ଧନସିଂ ମାଝୀ, ଶଙ୍କରଲାଲ ମାଝୀ, ନିଲମ୍ବର ହେର୍ଣ୍ଣା, ଜ୍ୟୋତି ପ୍ରକାଶ ହେର୍ଣ୍ଣା, ଶୁବଲ ସୁପକାର, ତୁଳାରାମ ତାଣ୍ଡି ଓ ତୁଳସୀ ଚିନ୍ଦ(ଗ୍ରାମ  ଝାକର )ଙ୍କ ସମେତ ଅନୁଷ୍ଠାନ ର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ !

0
0
0
s2sdefault