- Hits: 1613
ଅଜଣା ରୋଗ : ୧୫ଦିନରେ ନେଲାଣି ୫ଶିଶୁଙ୍କ ଜୀବନ ।
ଭୟଭୀତ ଗ୍ରାମବାସୀ, ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନାହିଁ ମାଲକାନଗିରି : ମାଲକାନଗିରି ଜିଲ୍ଳା କାଲିମେଳା ବ୍ଲକ ଅନ୍ତର୍ଗତ ସୁଧାଖୁଣ୍ଟା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଆତଙ୍କ l ଖବର ନେବାରୁ ଜଣାପଡ଼ିଛି ଯେ ବିଗତ ୧୫ ଦିନ ମଧ୍ୟରେ...