- Hits: 384
ବରାଦୋ ପଂଚାୟତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ।
ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଢଙ୍ଗୀ: ମାହାଙ୍ଗା ବିକାଶର ଚିତ୍ରକର ତଥା ରାଜ୍ୟ ସୁନାମଧନ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ କରକମଳରେ ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ଗ୍ରାମପଂଚାୟତର ନୂତନ କାର୍ଯ୍ୟାଳୟ ଗୃହ ନବିକରଣ, ମା' କଟକ...












