- Hits: 366
୫୦ବର୍ଷ ପୂର୍ତି ଅବସରରେ ରାଧାକୃଷ୍ଣ ପୂଜା କମିଟି ଆନୁକୂଲ୍ୟରେ ରାଧା କୃଷ୍ଣ ଯୁଗଳ ମୂର୍ତିଙ୍କ ପୂଜା ଉତ୍ସବ ପାଳିତ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ପବିତ୍ର କାର୍ତିକ ମାସରେ ନିଶ୍ଚିନ୍ତକୋଇଲି ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ଆନୁକୂଲ୍ୟରେ ୫୦ବର୍ଷ ପୂର୍ତି ଅବସରରେ ରାଧା କୃଷ୍ଣ ଯୁଗଳମୂର୍ତିଙ୍କ ପୂଜାର୍ଚ୍ଚନା ଆନନ୍ଦ ଉଲ୍ଲାସର ଅନୁଷ୍ଠିତ...








