ପଦ୍ମପୁର :- ପଦ୍ମପୁର ଏନ୍ ଏ ସି ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା l ଏହା ସହିତ ମୁକ୍ତା ଯୋଜନା ର ଉନ୍ନୟନ କାର୍ଯ୍ୟ ଗୁଡିକ ର ମଧ୍ୟ ସମୀକ୍ଷା କରିଥିଲେ l ବର୍ତ୍ତମାନ ଚାଲିଥିବା ବିଭିନ୍ନ ଉନ୍ନୟନ କାମ କିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ସେଥିପ୍ରତି ଅଧିକାରୀ ମାନଙ୍କୁ ଧ୍ୟାନ ଦେବା କୁ କହିଥିଲେ l












