- Hits: 843
ମୃତ୍ୟୁ ପରେ ଚକ୍ଷୁଦାନ କରି ଅମର ହୋଇଗଲେ ନବୀନ
ବରଗଡ :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କେ ଗଣ୍ଡପାଲି ଗ୍ରାମର ନବୀନ କାଣ୍ଡ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହେବାରେ ତାଙ୍କର ବାପା ଛାଲୁ କାଣ୍ଡ ଓ ତାଙ୍କର ଭାଇ ଲଳିତ କାଣ୍ଡ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ...









