- Hits: 271
ରାଜ୍ୟ ବ୍ୟାପି ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ
-୨୮ ଲକ୍ଷରୁ ଉର୍ଦ୍ଧ୍ବ ଅଭିଭାବକମାନେ ଆଲୋଚନାରେ କଲେ ଅଂଶଗ୍ରହଣ ଭୁବନେଶ୍ୱର :୧୨.୦୮.୨୩: ଆଜି ରାଜ୍ୟରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୨୦୨୩-୨୪ ଶିକ୍ଷା ବର୍ଷର ଦ୍ୱିତୀୟ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ...








