ହେଡଲାଇନସ୍:

ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ରେ ସମୀକ୍ଷା କଲେ ବିଧାୟିକା l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ/ମନୋହର ଦାଶ :- ଝାରବନ୍ଧ ବ୍ଲକ୍ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ୧୪ ଗୋଟି ପଞ୍ଚାୟତ ରେ ହୋଇଥିବା ବିଭିନ୍ନ କାମ ଗୁଡିକର ସମୀକ୍ଷା କରିଛନ୍ତି ବିଧାୟିକା ବର୍ଷା ସିଂ ବରିହା l ଏଥି ସହିତ ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ କାମ ଗୁଡ଼ିକ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ବୈଠକରେ ବ୍ଲକ୍ ଅଧ୍ୟକ୍ଷା ଲିପ୍ସା ପଧାନ, ବିଡିଓ ରାମକୃଷ୍ଣ ମିଶ୍ର, ସମିତି ସଭ୍ୟ ସୁଶୀଲ ମରେଇ, ଏ.ଇ.ଇ ଅନୁପମ ବେହେରା, ସମସ୍ତ ଜେ.ଇ, ଙ୍କ ସମେତ ୧୪ ଟି ପଞ୍ଚାୟତ ସଭାପତି ଉପସ୍ଥିତ ଥିଲେ l

0
0
0
s2sdefault