ପ୍ରଶିକ୍ଷଣ ସହ ଓ୍ୱାର୍ଲଡ ସ୍କିଲ ସେଣ୍ଟର ଓ ସେଣ୍ଟ୍ରାଲ ଟୁଲ ଓ ଟ୍ରେନିଂ ସେଣ୍ଟର ପରିଦର୍ଶନ କଲେ ପ୍ରଶିକ୍ଷାର୍ଥୀ ଭୁବନେଶ୍ୱର,:ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ପାଞ୍ଚଦିନ ଧରି ଆଞ୍ଚଳିକ ପ୍ରଶିକ୍ଷଣ ସଂସ୍ଥାନ ଭୁବନେଶ୍ୱର...
ପ୍ରଶିକ୍ଷଣ ସହ ଓ୍ୱାର୍ଲଡ ସ୍କିଲ ସେଣ୍ଟର ଓ ସେଣ୍ଟ୍ରାଲ ଟୁଲ ଓ ଟ୍ରେନିଂ ସେଣ୍ଟର ପରିଦର୍ଶନ କଲେ ପ୍ରଶିକ୍ଷାର୍ଥୀ ଭୁବନେଶ୍ୱର,:ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ପାଞ୍ଚଦିନ ଧରି ଆଞ୍ଚଳିକ ପ୍ରଶିକ୍ଷଣ ସଂସ୍ଥାନ ଭୁବନେଶ୍ୱର...
କାଶୀପୁର/ଟିକିରି ରୁ ବୈକୁଣ୍ଠ ଦୁରିଆ : ଏହାର ପାରିପାଶ୍ୱର୍ିକ ଅଞ୍ଚଳରେ ବାସକରୁଥିବା ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କର ସାମର୍ଥ୍ୟ ପରିସ୍ଫୁଟନ କରାଇବା ଏବଂ ଗୋଷ୍ଠୀକୁ ସମୃଦ୍ଧ କରିବା ସକାଶେ ଏକ ପୂର୍ଣ୍ଣାଙ୍ଗ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ...
ଶାସକ ପ୍ରଶାସକ (ବଡ଼ବିଲ):ବଡ଼ବିଲ ମାଟକାମବେଡ଼ା ଠାରେ ଥିବା ଆରିୟା ଆଇରନ ଏଣ୍ଡ ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟପନ୍ନ ଥିବାର ସୂଚନା ମିଳିଛି। ବଡ଼ବିଲ ଗୋଷ୍ଠୀ...
ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ ରୁ ୨୩ କୁ ବୃଦ୍ଧି ରାଜ୍ୟର ୧୭୨ଟି ବ୍ଲକ ରେ ହେବ କାର୍ଯ୍ୟକାରୀ, ସାମିଲ ହେବେ 83ଲକ୍ଷରୁ ଅଧିକ ଜନଜାତି ବର୍ଗର ଲୋକ ଚଳିତ ଆର୍ଥକ ବର୍ଷରେ ଖର୍ଚ୍ଚ ହେବ ୨୨୩ କୋଟି ଛୋଟ,...








