ହେଡଲାଇନସ୍:

ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡାଙ୍କ ପରଲୋକ l

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର :- ଅବସରପ୍ରାପ୍ତ ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡା ଙ୍କ ପରଲୋକ ହୋଇଯାଇଛି l ବିଲାସପୁର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି l ସେ ପୂର୍ବରୁ ଖରିଆର ମହାବିଦ୍ୟାଳୟ, ଅଞ୍ଚଳ ମହାବିଦ୍ୟାଳୟରେ ଅଧ୍ୟାପକ ଥିଲେ l ତାଙ୍କର ପରଲୋକ ରେ ବିଧାୟିକା ବର୍ଷା ସିଂ ବରିହା ଶୋକ ପ୍ରକାଶ କରିଛନ୍ତି l

0
0
0
s2sdefault