Sign in
Sign in
Recover your password.
A password will be e-mailed to you.
କେନ୍ଦ୍ରାପଡ଼ାରେ ସୁସ୍ଥ ନାରୀ -ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ) ଆସନ୍ତା ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ସୁସ୍ଥ ନାରୀ - ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରସ୍ତୁତି କରାଯାଉଛି | ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ…
ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ “ସଂସ୍କୃତ ଦିବସ ” ସମାରୋହ
https://youtu.be/-XCFKhu_RIY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଗଜପତି ଜିଲ୍ଲା ଶାଖା ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ…
“ଜୀବନଧନ” ପାଇଁ ସାରସ୍ଵତ ବନ୍ଧୁମିଳନ
ବାସୁଦେବପୁର: ଅଭ୍ରକାନ୍ତା ଚାରିଟେବୁଲ ଟ୍ରଷ୍ଟ,ଭୁବନେଶ୍ୱର,ଓଡ଼ିଶା ଆନୁକୂଲ୍ୟରେ ବେତଡ଼ା ଜୀବନଧନ ସ୍ମୃତି ମନ୍ଦିରରେ ଏକ ରାଜ୍ୟସ୍ତରୀୟ ସାରସ୍ଵତ ବନ୍ଧୁ ମିଳନ,ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ସୁସାହିତ୍ୟିକ ତଥା ବରିଷ୍ଠ ଶିକ୍ଷାବିତ୍ ସୁଦର୍ଶନ ଅଗସ୍ତିଙ୍କ ସଭାପତିତ୍ବରେ ଆୟୋଜିତ…
ମରାମତି କାର୍ଯ୍ୟ ପାଇଁ ୫ଘଣ୍ଟା ବିଦ୍ୟୁତ କାଟ
ବାରିପଦା/ଦିଲ୍ଲୀପ ମହାନ୍ତି - ମରାମତି କାର୍ଯ୍ୟ ପାଇଁ ବାରିପଦା ସହରରେ ସୋମବାର ୫ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ବାରିପଦାର ୧୧କେଭି ବିଦ୍ୟୁତ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ବାରିପଦା ସହର କେତେକ ଅଞ୍ଚଳରେ ପୂର୍ବାହ୍ନ ୧୦ରୁ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ…
ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗର ୪ଜଣ ଗିରଫ
ଜବତ ସୁନାହାର, ୨ଟି ପଲସର ବାଇକ ଓ ମୋବାଇଲ ଜବତ
ବାରିପଦା/ଦିଲ୍ଲୀପ ମହାନ୍ତି - ଗଣେଷ ପୂଜା ସମୟରେ ବାରିପଦା ସହରରେ ଛିନତାଇ କରୁଥିବା ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗର ୪ଜଣକୁ ଗିରଫ କରିବାରେ ବାରିପଦା ଟାଉନ ଥାନା ପୁଲିସ ସଫଳ ହୋଇଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳର ଦୀପକ ଦାସ…
ବେଆଇନ ଗୋଚାଲାଣ ବେଳେ ୨୪ଟି ଗୋରୁ ଉଦ୍ଧାର କଲା ପୁଲିସ
ପେଟ୍ରୋଲିଂ ବେଳେ ଚକମା ଦେଇ ଫେରାର ହେବାକୁ କରିଥିଲେ ଉଦ୍ୟମ
୩ଟି ପିକଅପ ଭ୍ୟାନ ସମେତ ୩ ଜଣ ଚାଳକ ଗିରଫ
ବାରିପଦା/ଦିଲ୍ଲୀପ ମହାନ୍ତି - ଦିନକୁ ଦିନ ବେଆଇନ ଗୋଚାଲାଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ଥିବା ବେଳେ ପୁଣି…
ବେପରୁଆ ସ୍କୁଲ ବସ ଧକ୍କା ଯୋଗୁଁ ଛାତ୍ର ଆହତ
ବାରିପଦା/ଦିଲ୍ଲୀପ ମହାନ୍ତି - ସକ୍ରଡ଼ ସନସାଇନ ସ୍କୁଲର ବସ ବେପରୁଆ ଭାବେ ଚାଳନା ଯୋଗୁଁ ଧକ୍କାରେ ଜଣେ ଛାତ୍ର ଆହତ ହୋଇଛନ୍ତି। ଏନେଇ ଛାତ୍ରଙ୍କ ପରିବାର ଲୋକେ ରୁଦ୍ର ପଟ୍ଟନାୟକ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତକତପୁରରୁ ଏମଏସସିବି ବିଶ୍ୱବିଦ୍ୟାଳୟ ରାସ୍ତାରେ ଉକ୍ତ ବସ ଚାଳକ…
ହସ୍ପିଟାଲ ପରିସରରୁ ବାଇକ ଚୋରି
ବାରିପଦା/ଦିଲ୍ଲୀପ ମହାନ୍ତି - ସ୍ଥାନୀୟ ପିଆରଏମ ହସ୍ପିଟାଲ ପରିସରରୁ କର୍ମଚାରୀଙ୍କ ବାଇକ ଚୋରି ହୋଇଛି। ଏନେଇ ସିଡିଏମଓ ଅଫିସ କର୍ମଚାରୀ ତୁଷାରକାନ୍ତି ମହାନ୍ତ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ହସ୍ପିଟାଲ ପରିସରରେ ନିଜ ବାଇକ ପାର୍କିଂରେ ରଖି ଡିୟୁଟିକୁ ଯାଇଥିଲେ। ତେବେ ଫେରି…
ବାଲି ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଗିରଫ
ବାରିପଦା/ଦିଲ୍ଲୀପ ମହାନ୍ତି - ବେଆଇନ ଭାବେ ବାଲି ଚୋରା ଚାଲାଣ ବେଳେ ଭଞ୍ଜପୁର ଥାନା ପୁଲିସ ଦ୍ଵାରା ବାଲି ବୋଝେଇ ଟ୍ରାକ୍ଟର ଜବତ ସହ ଚାଳକଙ୍କୁ ଗିରଫ କରାଯାଇଛି। ଚାଳକ ଜଣକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଜାମବଣି ଗ୍ରାମର ଗମ୍ବୁ ସିଂ(୩୨)। ଅନେକ ପରିମାଣର ଲଘୁ ଖଣିଜ ଚୋରା ଚାଲାଣ…
ଚଳିତ ୧୯ ରୁ ବନ ବିଭାଗ ର ଜୋନାଲ କ୍ରୀଡା ପ୍ରତିଯୋଗିତା ।
ରାଉରକେଲା: ୧୪-୯-୨୫: ରାଉରକେଲା ବନ ବିଭାଗ ର ନେତୃତ୍ୱରେ ଚଳିତ ମାସ ୧୯ ତାରିଖରୁ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରତିଯୋଗିତା ପ୍ରଥମ ଥର ପାଇଁ ରାଉରକେଲା ରେ ଆୟୋଜିତ ହେବାକୁ ଯାଉଛି । ବିଭିନ୍ନ କ୍ରୀଡା କୁ ନେଇ ଏହି ପ୍ରତିଯୋଗିତା ଟି ଆୟୋଜିତ ହେବ ଯେଉଁଥିରେ…