( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): କବିସୂର୍ଯ୍ୟନଗର ଥାନା ଅର୍ନ୍ତଗତ ପଥରାପଲୀ ଗ୍ରାମ ରେ କୃଷ୍ଣ ଚନ୍ଦ୍ର ମହାନ୍ତି ନାମକ ଜଣେ ବୃଦ୍ଧଙ୍କୁ ଖଣ୍ଡା ରେ ହାଣି ନିର୍ମମ ଭାବେ ହତ୍ୟା କରି ଅଭିଯୁକ୍ତ ନାରାୟଣ ଦାସ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ସାମାନ୍ୟ କଥାକୁ ନେଇ ଯାହାକି ନେଉଳ ମାଛ ଖାଇବା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ଉତ୍ୟକ୍ତ ନାରାୟଣ ଏକ ଖଣ୍ଡା ସାହାଯ୍ୟରେ ବୃଦ୍ଧ ଜଣଙ୍କୁ ଚୋଟ ପରେ ଚୋଟ ପକାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃକ୍ଷ କୃଷ୍ଣଚନ୍ଦ୍ର କୁ ଉଠେଇ ଆଣି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ସହ ଅଭିଯୁକ୍ତ ନାରାୟଣ ର ସନ୍ଧାନ ଚଳାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post