Sign in
Sign in
Recover your password.
A password will be e-mailed to you.
ସ୍ବେଚ୍ଛାକୃତ ରକ୍ତଦାନ ଶିବିର,୩୭ ୟୁନିଟ୍ ରକ୍ତ ସଂଗ୍ରହ
ଓଡ଼ଗାଁ,୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ବାହାଡାଝୋଲା ପଞ୍ଚାୟତ ସାହିରେ ଥିବା ପ୍ରଜାପିତା ଈଶ୍ୱରୀୟ ବିଦ୍ୟାଳୟ ଠାରେ ବ୍ରହ୍ମପୁର ଗାଦି ପ୍ରକାଶ ମଣୀଙ୍କ ୧୮ ତମ ସ୍ମୃତି ଦିବସ ଉପଲକ୍ଷେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୩୭…
କୀଟନାଶକ ଔଷଧର ସୁରକ୍ଷିତ ବ୍ୟବହାର କର୍ମଶାଳା
ଓଡ଼ଗାଁ,୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରାବରା ପଞ୍ଚାୟତ ରାବରା ଗ୍ରାମ ମଧୁକେଶ ମନ୍ଦିର ଠାରେ କିଟନାଶକ ଔଷଧର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସ୍ଥାନୀୟ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ଚାଷୀ ଅଂଶଗ୍ରହଣ…
ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ଡିଜିଟାଲ ଦାନ ଗ୍ରହଣ
ଓଡ଼ଗାଁ,୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରକୁ ଦାନ ପାଇଁ ଡିଜିଟାଲ ଦାନ ଗ୍ରହଣ ବ୍ୟବସ୍ଥା ରବିବାର ଶୁଭାରମ୍ଭ ହୋଇଛି । ଏହାକୁ ବ୍ୟବହାର କରି ଶ୍ରଦ୍ଧାଳୁମାନେ ଯିଏ ଯେଉଁଠାରେ ରହି ଯେତେବେଳେ ଚାହିଁବେ ନିଜର ଇଚ୍ଛିତ ଦାନ ଅର୍ଥ…
୫ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଉଠାଣ
ଓଡ଼ଗାଁ,୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ବାହାଡାଝୋଲା ବ୍ୟାଙ୍କ ଅଫ ବରୋଦା ଶାଖା କାର୍ଯ୍ୟାଳୟ ସାମ୍ନାରେ ଥିବା ବରୋଦା ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ଜଣେ ମହିଳା ୫ ହଜାର ସୁଭଦ୍ରା ଟଙ୍କା ଉଠାଣ ପାଇଁ ଗ୍ରାହକ କେନ୍ଦ୍ର ପରିଚାଳକଙ୍କୁ…
“ନ୍ୟାୟ ନପାଇ ଛାତ୍ରୀ ଜୁଇରେ, ଆୟୁଷ୍ମାନରେ ଚିକିତ୍ସା ନପାଇ ରୋଗୀ ଶ୍ମଶାନରେ”
ବଳଙ୍ଗା ପୀଡ଼ିତାଙ୍କ ବୟାନ ଭିଡିଓ ଭାଇରାଲ ଘଟଣା
ଆସାମୀ ମାନଙ୍କୁ ଖସାଇ ଦେବା ପାଇଁ ପୂର୍ଣ୍ଣ ଚେଷ୍ଟାରେ
ଅଛନ୍ତି ସରକାର: ବିଜେଡି
ପ୍ରଭାତୀ ପରିଡା ଇସ୍ତଫା ଦିଅନ୍ତୁ ଓ ଘଟଣାର ନ୍ୟାୟିକ ତଦନ୍ତ ହେଉ
ସରକାରଙ୍କ ନୂତନ ପରିଚୟ: ମଣିଷମରା ସରକାର
ଭୁବନେଶ୍ୱର,…
ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ଗଲା
ପାଟଣାଗଡ/ ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ ରାମପୁର ଠାରେ ଥିବା ହରିଚନ୍ଦ ଅଗ୍ରୱାଲଙ୍କ ଶାଗୁଆନ ଗଛ ବଗିଚାରେ କାମ କରୁଥିବା ବେଳେ ଜଣେ 45 ବର୍ଷୀୟା ଜଣକ ମୃତ ହୋଇଥିବା ସୂଚନା ମିଳିଛି ! ମୃତକ ବ୍ୟକ୍ତି ଜଣକ ଯଦୁମଣି ପୁଟେଲ(45) ! କୁତମୁଣ୍ଡା ଗ୍ରାମର…
ଧରଣୀଧର ବିଶ୍ୱବିଦ୍ୟାଳୟରେ ଇଂରାଜୀ ଦକ୍ଷତା ବିକାଶ ପାଠ୍ୟକ୍ରମ ଏଯାଏ ଆରମ୍ଭ ହୋଇନି, ଜେରକ୍ସ ନୋଟ ବାଣ୍ଟି କାମ ଚଳେଇ…
କେନ୍ଦୁଝର,ତା୧୭/୮- ଧରଣୀଧର ବିଶ୍ଵବିଦ୍ୟାଳୟରେ କିପରି ଛାତ୍ରଛାତ୍ରୀଙ୍କୁ କାମଚଳା ପାଠ ପଢାଯାଉଛି ତାହାର ଅନେକ ଉଦାହରଣ ବାରମ୍ବାର ମିଳୁଥିବା ବେଳେ ଏବେ ଏକ ସାଂଘାତିକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ବ୍ୟବସ୍ଥାକୁ ଏବେ ଓଡ଼ିଶାରେ ଲାଗୁ କରା ହେଇଛି। ନୂତନ…
ଷଷ୍ଠ ମୁଳିଆ ସ୍ମାରକୀ ଛାତ୍ରବୃତ୍ତି-ଶିକ୍ଷା କ୍ଷେତ୍ରରେ ମୁଳିଆ ସ୍ମାରକ ଛାତ୍ର ବୃତ୍ତି ଏକ ମାଇଲଖୁଣ୍ଟ:ବିଧାୟକ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--ବିଦେଶରୁ ମାତୃଭୂମିର ଚିନ୍ତା ।ଏଥିପାଇଁ ଦରକାର ସାଧନା ଓ ଇଚ୍ଛା ଶକ୍ତି ।ଏପରି ଏକ ଉଦାହରଣ ହେଉଛି ମୁଳିଆ ସ୍ମାରକ ଛାତ୍ରବୃତ୍ତି ।ସୁଦୂର ୟୁ.ଏସ.ଏରେ ରହି ପ୍ରବାସୀ ଓଡ଼ିଆ ତଥା ବେଲଗୁଣ୍ଠା ଗୋପିନାଥ ସାହିର ମୁଳ ବାସିନ୍ଦା ଡଃ ଦାମୋଦର ସାହୁ ନିଜ ମାତୃଭୂମିର…
କଂଗ୍ରେସରେ ଯୋଗ ଦେଲେ ଜିଲ୍ଲା ବିଜେଡ଼ି କୃଷକ ମୋର୍ଚ୍ଚା ସଭାପତି ଦୀପକ ରାଜ।
ପାଟଣା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୌରହରି ନାୟକଙ୍କ ସହ ୨ ପୂର୍ବତନ ଓ ଜଣେ ଏବର ସରପଞ୍ଚ ସାମିଲ।
କେନ୍ଦୁଝର,ତା୧୭/୮- କେନ୍ଦୁଝର ଜିଲ୍ଲାରେ ରାଜନୀତି ପାଣିପାଗ ବଦଳୁଛି ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଯାଇଥିଲେ ମଧ୍ୟ ଲୋକଙ୍କ ଆଶା ଆକାଂକ୍ଷା ପୂରଣ…
ସହରାଞ୍ଚଳରେ ନାଗରିକ ସେବାରେ ପରିବର୍ତ୍ତନ ପାଇଁ ଆର. ଟି. ପି. ଏସ୍. ଅଧିନିୟମ ସମ୍ପର୍କରେ ବୈଠକ
ଭୁବନେଶ୍ବର, ୧୭।୮ : “ନାଗରିକ-ପ୍ରଥମ” ଶାସନ ପ୍ରତି ପ୍ରତିବଦ୍ଧତାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଗୁରୁତ୍ଵ l ସହରାଞ୍ଚଳ ଶାସନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଜନସେବା ଅଧିକାର (ଆରଟିପିଏସ) ଆଇନ ଉପରେ…