କାଲିବାହାଲରେ ବଜ୍ରପାତ ଘଟି ୨ ମୃତ

କୋଲାବିରା,୧୯/୦୮- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ପରମାଣପୁର ପଞ୍ଚାୟତ ଅଧିନସ୍ଥ କାଲି ବାହାଲ ଗ୍ରାମରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ରେ ବଜ୍ରପାତ ଘଟି ୨ ଯୁବକ ଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି l ମୃତକ ହେଲେ ଏହି କାଲିବାହାଲ ଗ୍ରାମର ବୀର କିସାନ(୪୫) ଓ ଶଙ୍କର ମାଝୀ ଙ୍କ…

ସିକରପାଇରେ ନଳକୁପ୍ ଖରାପ ଯୋଗୁଁ ପାଣିର ଘୋର ସମସ୍ୟା : ପ୍ରଶାସନ ନିରୁପାୟ l

କୋଲନରା - (ଦେବୀପ୍ରସାଦ ମହାନ୍ତି ) କଲ୍ୟାଣ ସିଂହପୁର ସିକରପାଇ ପଞ୍ଚାୟତ ସିକରପାଇ ଗ୍ରାମ ପାଣି ସମସ୍ୟା ଦିନକୁ ଦିନ ଗଭୀର ହେଉଛି । ଗ୍ରାମରେ ରହିଥିବା ୯ଟି ଟ୍ୟୁବଓେଲ୍‌ ବର୍ତ୍ତମାନ କାର୍ଯ୍ୟ କରୁନାହିଁ । ଏହାର ପରିଣତିରେ ଲୋକମାନେ ବୃଦ୍ଧ, ନାରୀ ଓ ଶିଶୁମାନେ—ସବୁଠୁ ଅଧିକ ପ୍ରଭାବିତ…

ଚନ୍ଦ୍ରପୁର ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାଛ୍ରୀ ସ୍କୁଲରେ ପାଠ ପଢ଼ା ଓ ପାନୀୟ ଜଳ ଅବ୍ୟବସ୍ଥା କୁ ନେଇ…

କୋଲନରା - (ଦେବୀପ୍ରସାଦ ମହାନ୍ତି ): ରାୟଗଡା ଜିଲ୍ଲା - ଚନ୍ଦ୍ରପୁର ବ୍ଲକ ଠାରେ ଅବସ୍ଥାପିତ ଏସ୍.ଏସ୍. ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାଛ୍ରୀ ପାନୀୟ ଜଳ ଓ ପାଠପଢ଼ା ରେ ବାଧାପ୍ରାପ୍ତ ହେଉଥିବାରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା ନୂତନ ଜିଲ୍ଲାପାଳ…

ତାଳପଦର ପଞ୍ଚାୟତ କଲେଜ ରେ କବି ଗଙ୍ଗାଧର ମେହେରଙ୍କ 163 ତମ ଜନ୍ମ ଜୟନ୍ତୀ ପାଳିତ

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ 163 ତମ ଜନ୍ମ ଜୟନ୍ତୀ ବହୁ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପଞ୍ଚାନନ ମିଶ୍ର ସଭାପତିତ୍ୱ କରିଥିଲେ। ଏହି ଅବସରରେ…

ଅସହାୟ ପରିବାରର ପ୍ରତିପୋଷଣ ପାଇଁ ଗୋ ସମ୍ପତି ଦାନ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।

କେନ୍ଦ୍ରାପଡା: (ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ:  କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ନରିଲୋ ଗ୍ରାମରେ ବସବାସ କରନ୍ତି ହରିହର ମଳିକଙ୍କ ପରିବାର । ୮ବର୍ଷର ପୁଅ, ୫ବର୍ଷର ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଆଗକୁ ଚାଲିଥାଏ ତାଙ୍କର ସୁଖୀ ପରିବାର । ହରିହର ମଳିକ ଦିନ…

ସାର୍ବଜନୀନ କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପଦ୍ମପୁର:- ସ୍ଥାନୀୟ ହନୁମାନ ପଡ଼ା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା କାଳୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଗତବର୍ଷର ଆୟବ୍ୟୟ ପଠନ କରାଯାଇ ଆସନ୍ତା ପୂଜା ପାଇଁ ନୂତନ କମିଟି ଗଠନ କରାଗଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ…

ଆମ ଓଡିଶା ଓ ଦେବ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଯାଜପୁର /ତା.19.8.25: ରକ୍ତଦାନ ମହତ୍ ପୁଣ୍ୟ କୁ ପରିପ୍ରକାଶ କରିଛନ୍ତି ଦେବ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ରର ସଦସ୍ୟ l ଆଜି ବିଦ୍ୟାଳୟର ସ୍ଵର୍ଣ୍ଣକ୍ଷେତ୍ର ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବୁଦ୍ଧାଦିତ୍ୟ ରାଉତ ଅତି ସୁନ୍ଦର ଭାବରେ ଆୟୋଜନ କରିଛନ୍ତି l ଆଜି…

ରୋଟାରୀ କ୍ଲବ ଅଫ୍‍ ଭୁବନେଶ୍ୱର ମିଡୋଜ୍‍ ପକ୍ଷରୁ ଯୁବ ପ୍ରତିଭାଙ୍କ ପ୍ରଦର୍ଶନକାରୀ ଏକ ଆନ୍ତଃ-ସ୍କୁଲ ପ୍ରତିଯୋଗିତା…

ଭୁବନେଶ୍ୱର: ରୋଟାରୀ କ୍ଲବ ଅଫ୍‍ ଭୁବନେଶ୍ୱର ମିଡୋଜ୍‍ ପକ୍ଷରୁ ସଫଳତାର ସହିତ ଆନ୍ତଃ-ସ୍କୁଲ ପ୍ରତିଯୋଗିତା ‘ରଙ୍ଗ ତୁଳି-୨୦୨୫’ ଆୟୋଜିତ ହୋଇଯାଇଛି । ଏହି ଅତୀବ ଆକାଂକ୍ଷିତ କାର୍ଯ୍ୟକ୍ରମ ଚଳିତ ଥର ଏହାର ୪ର୍ଥ ସଂସ୍କରଣରେ ପହଞ୍ଚିଥିବାବେଳେ ଏହା ସମଗ୍ର ସହରର ୧୦୦ରୁ ଅଧିକ ସ୍କୁଲରୁ ୫୦୦ରୁ…

ଇବ ଥର୍ମାଲ ରେ ସ୍ୱାଧୀନତା ଦିବସ

ଇବ ଥର୍ମାଲ/18-08-2025: ଇବ ଥର୍ମାଲ ପୱାର ଷ୍ଟେସନ ଠାରେ 79 ତମ ସ୍ୱାଧୀନତା ଦିବସ ସ୍ଥାନୀୟ ରାଜୀବ ଗାନ୍ଧୀ ପଡିଆ ରେ ମହାସମାରୋହ ରେ ପାଳିତ ହୋଇଯାଇଛି। ସକାଳ 8:30ସମୟରେ ନିର୍ଦେଶକ -ଅପେରସନ ଶ୍ରୀ ଅଞ୍ଜନା ରଞ୍ଜନ ଦାସ ଜାତୀୟ ପତାକା ଉତ୍ତୋଳନ କରି ପରେଡ ର ପରିଦର୍ଶନ କରିଥିଲେ। ଏହା ପରେ…

ନୂତନ ସ୍ଥାନରେ ବିରାଜମାନ କଲେ ମା’ ଦ୍ଵାରଶୁଣୀ ଠାକୁରାଣୀ

 କେନ୍ଦୁଝର,ତା୧୮/୮- ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଚମକପୁର ଦଣ୍ଡପାଟର ଚମକପୁର ଗ୍ରାମରେ ରହିଥିବା ମା' ଦ୍ଵାରଶୁଣୀ ଠାକୁରାଣୀ ତଥା ତାଙ୍କର ପାର୍ଶ୍ଵ ଦେବାଦେବୀଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପୂର୍ବକ ରଥରେ ବସାଇ ନିକଟସ୍ଥ ବାସୁଦେବପୁର ଗ୍ରାମଠାରେ ନବନିର୍ମିତ ମନ୍ଦିରରେ…