ବ୍ଲକରେ ଓଷ୍ଟlର ଶିଶୁ ଉତ୍ସବ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟl, ବେଲଗୁଣ୍ଠା ବ୍ଲକ ର ଶିଶୁଉତ୍ସବ ଡ଼. ସଦାନନ୍ଦ ତ୍ରିପାଠୀ ଉଚ୍ଚ ବିଦ୍ୟାଳୟ, ଘୁ. ନୂଆଗାଁ ଠାରେ ସଭାପତି ରବିନାରାୟଣ ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ…

‘ଲୀଳାବତୀସ ଡଟର୍ସ’ର ଓଡ଼ିଆ ଇ-ଭର୍ସନ ଉନ୍ମୋଚିତ

ଭୁବନେଶ୍ୱର, ନଭେମ୍ବର ୨୧ : ସ୍ୱର୍ଗତ ପ୍ରଫେସର ରୋହିଣୀ ଗଡ଼ବୋଲେ ଓ ପ୍ରଫେସର ରାମ ରାମସ୍ୱାମୀଙ୍କ ଦ୍ୱାରା ଅନୁଦିତ ପୁସ୍ତକ ‘ଲିଳାବତୀସ ଡଟର୍ସ: ଦ ୱିମେନ୍ ସାଇଂଟିଷ୍ଟସ ଅଫ୍ ଇଣ୍ଡିଆ’ର ଓଡ଼ିଆ ଓ କନ୍ନଡ଼ ଭାଷାରେ ଇ-ଭର୍ସନ୍ ନିକଟରେ ତିରୁପତି ଠାରେ ଅନୁଷ୍ଠିତ ଇଣ୍ଡିଆନ ଏକାଡେମୀ ଅଫ୍ ସାଇନ୍ସ,…

ଶଙ୍ଖ ଭବନରେ ବିଜେଡିର ସାଙ୍ଗଠନିକ ବୈଠକ

ପ୍ରତ୍ୟକ୍ଷ ଓ ଭିଡିଓ କନଫରେନ୍ସିଂରେ ଭାଗ ନେଲେ ୩୩ଟି ସାଙ୍ଗଠନିକ ଜିଲ୍ଲାର ସଭାପତି ଭୁବନେଶ୍ୱର, ୨୦/୧୧/୨୦୨୫: ଶଙ୍ଖ ଭବନରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟକ୍ଷ ଓ…

ରାଜ୍ୟ ସ୍ତରୀୟ ସ୍କାଉଟ କ୍ୟାମ୍ପ ଉଡାନରେ ସମ୍ମାନିତ ହେଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ

ଓଡ଼ଗାଁ, ୨୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ରାଜ୍ୟ ସ୍ତରୀୟ ସ୍କାଉଟ ଗାଇଡ କ୍ୟାମ୍ପ ଉଡାନରେ ଅଂଶଗ୍ରହଣ କରି ସମ୍ମାନିତ ହୋଇଛନ୍ତି । ସୂଚନା କ୍ରମେ ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ତରଫରୁ ଭୁବନେଶ୍ୱର ସ୍କାଉଟ…

ଶ୍ରୀରଘୁନାଥଜିଉଙ୍କ ମନ୍ଦିରରେ ପାଳିତ ହେଲା ଦେବ ଦିପାବଳୀ ନୀତି,

ଓଡଗାଁ,୧୯।୧୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଦେବ ଦିପାବଳୀ ପର୍ବ ପାଳିତ ହୋଇଯାଇଛି । ମାନବୀୟ ମୂଲ୍ୟ ବୋଧକୁ ସମ୍ମାନ ଜଣାଇ ଆସିଥିବା ପୁରୁଷୋତମ ପ୍ରଭୁ ଶ୍ରୀରାମ ଆଜି ମାର୍ଗଶୀର ଅମାବାସ୍ୟା ତିଥିରେ ପିତୃ ପୁରୁଷଙ୍କ ଉଦେଶ୍ୟରେ ଶ୍ରାଦ୍ଧ…

ଜିଲ୍ଲାପାଳଙ୍କ ନେପାଳ ଗସ୍ତର ପ୍ରଭାବ, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଶେଷ ପର୍ଯ୍ୟାୟରେ

ସପ୍ତାହରକୁ ୨ ଦିନ ଭାବେ ୩ ଜଣ ଶିକ୍ଷକଙ୍କ ଦ୍ବାରା ପାଠ ପଢ଼ା ଆରମ୍ଭ, ଓଡ଼ଗାଁ,୨୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଆଦିବାସୀ ଅଧ୍ୟୁଷିତ ବିଚ୍ଛିନ୍ନାଞ୍ଚଳ ନେପାଳ ଗ୍ରାମକୁ ସପ୍ତାହରେ ୨ ଦିନ ଲେଖାଏଁ ୩ ଜଣ ଶିକ୍ଷକ ଡେପୁଟେସନରେ ପହଁଞ୍ଚି ଶିଶୁ ମାନଙ୍କୁ ପାଠ…

ସେଞ୍ଚୁରୀୟାନ କ୍ଳବ ଆଫ୍ରିକା ଏକାଦଶକୁ ହରାଇ ଭୁବନେଶ୍ୱର ଦଳ ଫାଇନାଲରେ

୬୪ତମ ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ଓଡ଼ଗାଁ ୨୦/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଶରଣକୁଳ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୬୪ତମ ସର୍ବ ଭାରତୀୟ ଫୁଟବଲ…

କୁଖ୍ୟାତ ନିଶା ବେପାରୀ ସରୋଜ ବେହେରା ଗିରଫ ୬୩ ଗ୍ରାମ ହେରୋଇନ ସହ ବାଇକ ଜବତ

ଜଗତସିଂହପୁର,ତା-୨୦.୧୧. ୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଥାନା ଅନ୍ତର୍ଗତ ତର୍ତ୍ତଙ୍ଗ ଅଞ୍ଚଳର ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୬୩ ଗ୍ରାମର ହେରୋଇନ୍, ଏକ ଆଣ୍ଡ୍ରଏଡ ଫୋନ ଏବଂ ନିଶା ବେପାରରେ ବ୍ୟବହାର…

ଜିଲ୍ଲା ସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ପାଳିତ

ଜଗତସିଂହପୁର,ତା-୨୦.୧୧. ୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲାରେ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ଉତ୍ସବ ଜ଼ିଲ୍ଲାପାଳ, ଜଗତସିଂହପୁରଙ୍କ ପୌରୋହିତ୍ୟରେ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥୀ ଭାବେ ମାନ୍ୟବର ସାଂସଦ,…

କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂପୁରରେ ବୈଜ୍ଞାନିକ ପଦ୍ଧତିରେ ଅଣ୍ଡା ଦିଆ କୁକୁଡ଼ା ପାଳନ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି…

ଜଗତସିଂହପୁର,ତା-୨୦.୧୧. ୨୦୨୫/ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଆନୁକୁଲ୍ୟରେ ଯୁବଉଦ୍ୟୋଗୀ ମାନଙ୍କ ପାଇଁ ଅଣ୍ଡା ଦିଆ କୁକୁଡ଼ା ପାଳନ ବିଷୟରେ ଏକ ୩ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଜଗତସିଂହପୁରର ମିଳିତ ଉଦ୍ୟମରେ…