Sign in
Sign in
Recover your password.
A password will be e-mailed to you.
ଓଡିଶାର ୪୦୦ଟି ଅବହେଳିତ ଗ୍ରାମକୁ ସ୍ୱୟଂ ସପୂର୍ଣ୍ଣ ଗ୍ରାମ ଭାବରେ ଘୋଷିତ କରାଯିବ
୨୯ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୁରଭଂଜ ଜିଲ୍ଲା ବଡସାହି ନିର୍ବାଚନ ମଣ୍ଡଳୀର ହରିପୁର ଗ୍ରାମରେ ଏହି ଯୋଜନାକୁ ଶୁଭାରମ୍ଭ କରିବେ
ଏହି କାର୍ଯ୍ୟକ୍ରମ ଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ସମସ୍ତ ଅବହେଳିତ ଗ୍ରାମରେ ପହଂଚାଯିବ…
ମଧୁବାବୁଙ୍କ ସ୍ୱପ୍ନର ଶିଳ୍ପକୁ ବିକଶିତ କରିବା ପାଇଁ ରାଜ୍ୟସରକାର ଚାହୁଁନାହଁନ୍ତି : ବିଜେପି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି
ରାଜ୍ୟ ସରକାର କେବଳ ହୀନ ରାଜନୀତି କରୁଛନ୍ତି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଭାରତକୁ ସମୃଦ୍ଧ ତଥା ବିକାଶ ଦିଗରେ ଅଗ୍ରସର…
ସାବାସ ଗଜପତି ପୋଲିସ : ନାବାଳିକା ଦୁଷ୍କର୍ମକାରୀଙ୍କ ବିଳମ୍ବ ହେଲେ ବି ଧରିଲା ହାଇଦ୍ରାବାଦରୁ
ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ଜଣେ ନାବାଳିକା ପ୍ରତି ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଗଜପତି ପୋଲିସ (ଗୁରାଣ୍ଡିଥାନା ପୋଲିସ) ସୁଦୂର ହାଇଦ୍ରାବାଦରୁ ଗିରଫ କରି ଯାବତୀୟ ପରିକ୍ଷା ନିୀରୀକ୍ଷା ପରେ କୋର୍ଟ ଚାଲାଣ କରିଛି ବୋଲି ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର…
ଅପହଂଚ ଅଂଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ବିନା ମୂଲ୍ୟରେ ଔଷଧ ବିତରଣ ପରିବ୍ୟାପ୍ତ କରାଯିବ : ଜିଲ୍ଲାପାଳ
ରେଡକ୍ରସ ଶାଖାପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଯାଜପୁର(ଜୟଶଙ୍କର ଦାଶ: ସ୍ୱାସ୍ଥ୍ୟସେବା ଏକ ମୌଳିକ ଓ ଅତ୍ୟାବଶ୍ୟକ ସେବା । ଏହାକୁ ଦୁର୍ଗମ ଅଂଚଳରେ ପହଂଚାଇ ସେଠାକାର ଲୋକମାନଙ୍କର ସ୍ୱାସ୍ଥ୍ୟ ସୁଧାରିବା ରେଡକ୍ରସର ଏକ ବଡ ଉପଲବ୍ଧି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତ…
ଅପହଂଚ ଅଂଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ବିନା ମୂଲ୍ୟରେ ଔଷଧ ବିତରଣ ପରିବ୍ୟାପ୍ତ କରାଯିବ : ଜିଲ୍ଲାପାଳ
ରେଡକ୍ରସ ଶାଖାପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଯାଜପୁର(ଜୟଶଙ୍କର ଦାଶ: ସ୍ୱାସ୍ଥ୍ୟସେବା ଏକ ମୌଳିକ ଓ ଅତ୍ୟାବଶ୍ୟକ ସେବା । ଏହାକୁ ଦୁର୍ଗମ ଅଂଚଳରେ ପହଂଚାଇ ସେଠାକାର ଲୋକମାନଙ୍କର ସ୍ୱାସ୍ଥ୍ୟ ସୁଧାରିବା ରେଡକ୍ରସର ଏକ ବଡ ଉପଲବ୍ଧି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତ…
କୁଳବୁଦ୍ଧଙ୍କୁ ଜନ୍ମଦିନରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି
କିଟ୍ ଆଇନ ମହାବିଦ୍ୟାଳୟରେ ଉଦ୍ଘାଟିତ ହେଲା ମଧୁସୂଦନ ଚେୟାର ଓ ଗବେଷଣା କେନ୍ଦ୍ର
ଭୁବନେଶ୍ୱର(ମାନସୀ ମିଶ୍ର ) କିଟ୍ ଆଇନ୍ ବିଦ୍ୟାଳୟରେ ଶନିବାର ଉକ୍ରଳ ଗୌରବ କୁଳବୃଦ୍ଧ ମଧୁସୂଦନଙ୍କ ଜୟନ୍ତୀ ଅବସରରେ ମଧୁସୂଦନ ଚେୟାର ଓ ଗବେଷଣା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି ଗବେଷଣା…
ବରଗଡ଼ ଜିଲ୍ଲାପାଳଙ୍କ ରାଜବୋଡାସମ୍ବର ବ୍ଳକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା ।
ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ
ପଦ୍ମପୁର(Nila Deep) -ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରୀପାଠୀ ରାଜବୋଡାସମ୍ବର ବ୍ଳକ ପରିଦର୍ଶନରେ ଆସି ବିଭିନ୍ନ ପଞ୍ଚାୟତ ଅନ୍ତର୍ଗତ ଗ୍ରାମଗୁଡିକରେ ସରକାରୀ ସ୍ତରରେ କାର୍ଯ୍ୟକାରୀ…
ବିରୋଧୀ ନୁହେଁ ଖୋଦ ବିଜେଡି କଲା ଅଭିଯୋଗ
ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ରୋଗୀ ସେବା ଠିକ ଚାଲିନି
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ସରକାର ଶାସନ ଚାଲିଛି । ପୁଣି ନବୀନଙ୍କ ସ୍ୱଚ୍ଛ ନିର୍ମଳ ଶାସନ ବ୍ୟବସ୍ଥା ସହିତ ଜନସାଧାରଣଙ୍କ ନିମନ୍ତେ ବହୁ…
ହାତୀ ଆକ୍ରମଣରେ ବୃଦ୍ଧା ମୃତ
ବାରିପଦାରୁ ଦିଲ୍ଲୀପ ମହାନ୍ତି - ହାତୀ ମଣିଷ ଲଢ଼ାଇ ଚାଲିଛି । କେତେବେଳେ ହାତୀର ଦାନ୍ତ ନିମନ୍ତେ କେତେକ ଅସାଧୁ ଶିକାରୀଙ୍କ କବଳରେ ପଡ଼ି ହାତୀର ମୃତ୍ୟୁ ହେଉଥିବା ବେଳେ ପୁଣି କେତେବେଳେ ହାତୀ ସମ୍ମୁଖକୁ ମଣିଷ ଆସିଯିବା କାରଣରୁ ହାତୀ ଆକ୍ରମଣରେ ମଣିଷର ମୃତ୍ୟୁ ଘଟୁଛି । ଏହି ହାତୀ ଓ ମଣିଷ…
ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ
ବଲାଙ୍ଗିର (ନିରୋଜ ମିଶ୍ର ) - ଶିକ୍ଷମ ମାନଙ୍କ ନ୍ୟାର୍ଯ୍ୟ ଅର୍ଥ ପ୍ରାପ୍ତିରୁ ବଂଚିତ ହେବା, ବାରମ୍ବାର ଦାବି କଲେ ମଧ୍ୟ ସରକାର ଧ୍ୟାନ ନ ଦେବା ଯୋଗୁଁ ବିଭିନ୍ନ ସରକାରୀ, ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନ ପ୍ରାପ୍ତ ତଥା ଅନୁଦାନ ଯୋଗ୍ୟ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ,…