Sign in
Sign in
Recover your password.
A password will be e-mailed to you.
ମହିଳା ଶିଶୁ କଲ୍ୟାଣ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଆରମ୍ଭ ହେଲା ସମ୍ପୂର୍ଣ୍ଣା ଓ ଆଶା କଲ୍ୟାଣ ଯୋଜନା…
ଭୁବନେଶ୍ୱରରୁ ମାନସୀ ମିଶ୍ର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣର୍ା ଓ ଆଶା କଲ୍ୟାଣ ନାମକ ଦୁଇଟି ଯୋଜନା ଶୁଭାରମ୍ଭ କରିଛନ୍ତି । ତାଙ୍କ ଅଭିଯୋଗ ପ୍ରକୋÂସ୍ଥ ସମ୍ମିଳନୀ କକ୍ଷରୁ ଏହା ସହିତ ୩୨୨ଟି ସ୍ୱାସ୍ଥ୍ୟଭିତିକ ପ୍ରକଳ୍ପର ଲୋକର୍ପଣ କରିଛନ୍ତି । ରାଜ୍ୟରେ ଶିଶୁ ଓ ମାତୃମୃତ୍ୟୁ…
କଂଗ୍ରେସକୁ ଶକ୍ତ ଧକ୍କା: ବିଜେଡି ବି ନିଜ ଗୋଡରେ କୁରାଢି ମାରିଲା, ବିଜେଡିରେ ଯୋଗ ଦେଲେ ମୃତ କଂଗ୍ରେସ ବିଧାୟକ…
ବିଜେଡି ଭିତରେ ଅସନ୍ତୋଷର ଫାଇଦା ନେଇପାରେ ବିଜେପି
ମୋ ସ୍ୱାମୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ବିଜେଡିରେ ଯୋଗଦେଲି: ରୀତା ସାହୁ
ଭୁବନେଶ୍ୱର: ପୂର୍ବତନ କଂଗ୍ରେସ ବିଧାୟକ ସ୍ୱଗତ ସୁବଳ ସାହୁଙ୍କ ପରିବାର ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ…
ଜାମିନ୍ ଆବେଦନ ଖାରଜ ,ଜେଲ ଗଲେ ବିଧାୟକ ପ୍ରଭାତ ବିଶ୍ୱାଳ
ଭୁୁବନେଶ୍ୱର, - ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଜାମିନ୍ ଆବେଦନ ଖାରଜ ହୋଇଯାଇଛି । ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟ ଏହାକୁ ଖାରଜ କରିଛନ୍ତି । ଶନିବାର ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା ।…
ଅଣଓଏଏସ ସେବାର ଦୁଇ ବରିଷ୍ଠ ଅଧିକାରୀ ପାଇଲେ ଆଇଏଏସ
ଓଡିଶା ଅର୍ଥ ସେବା(ଓଏଫଏସ)ର ବରିଷ୍ଠ ଅଧିକାରୀ ପ୍ରଫୁଲ୍ଲ କୁମାର ରାଉତ ଓ ପଂଚାୟତିରାଜ ସେବାର ବରିଷ୍ଠ ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅଣ ଓଏଏସ ବର୍ଗରୁ ଚଳିତବର୍ଷ ଏହି ଦୁଇ ଅଧିକାରୀଙ୍କ ଆଇଏସ ପାହ୍ୟାକୁ ପଦୋନ୍ନତି…
ବାଲେଶ୍ୱରଠାରେ ଫେସବୁକର ସର୍ବବୃହତ କର୍ମଶାଳା ସାମିଲ ହେଲେ ୨୨୫୦ ଉଦ୍ୟୋଗୀ
ଭୁବନେଶ୍ୱର- ଫେସବୁକର ଗ୍ଲୋବାଲ ବୁଷ୍ଟ ଇଓର ବିଜ୍ନେସ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ୨୨୫୦ ଜଣ ଅଣୁ ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋÂୀର ସଦସ୍ୟସଦସ୍ୟାଙ୍କୁ ଡିଜିଟାଲ ବିପଣନ ଦକ୍ଷତାରେ ବାଲେଶ୍ୱରଠାରେ ପ୍ରଶିକ୍ଷିତ କରାଯାଇଛି । ସେଥିମଧ୍ୟରୁ ୭୮୦ ଜଣ ଫେସବୁକ ପେଜ୍ ସୃଷ୍ଟି କରିଛନ୍ତି । ବୁଷ୍ଟ…
ବିଶିଷ୍ଟ ଲେଖିକା ବନଜ ଦେବୀ ପାଇବେ ଶାରଳା ପୁରସ୍କାର
ଭୁବନେଶ୍ୱର- ବିଶିଷ୍ଟ ଲେଖିକା ବନଜ ଦେବୀ ତାଙ୍କ ରଚିତ ଗଳ୍ପ ସଙ୍କଳନ "କାଠପୁଅ' ନିମନ୍ତେ ୩୮ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଶାରଳା ପୁରସ୍କାର ଊପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପୁରସ୍କାରସ୍ୱରୂପ ଶ୍ରୀମତୀ ବନଜ ଦେବୀଙ୍କୁ ପାଂଚଲକ୍ଷ…
ବାରଣାସୀରେ ଦୀନଦୟାଲ ହସ୍ତକଳା ସଙ୍କୁଳ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ବାରଣାସୀ-ବଦୋଦରା ମହାମନା ଏକ୍ସପ୍ରେସ ଚଳାଚଳର…
ଭୁୁବନେଶ୍ୱର, - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ ଅବସରରେ ଏକ ହସ୍ତଶିଳ୍ପ ବିପଣନ କେନ୍ଦ୍ର-ଦୀନଦୟାଲ ହସ୍ତକଳା ସଙ୍କୁଳକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନଭେମ୍ବର ୨୦୧୪ରେ ଏହି କେନ୍ଦ୍ର ପାଇଁ ଆଧାରଶିଳା ରଖିଥିଲେ । ଉଦ୍ଘାଟନ ପରେ…
ପ୍ରତାପଙ୍କ ନାଲିଆଖି ପରେ ବନ୍ଦ ହେଲା ରୋଗୀଙ୍କୁ ‘ନଟ୍ ଫରସେଲ’ ମେଡିସିନ୍ ବିକ୍ରି ଆ·ର୍ଯ୍ୟ ହରିହର ହରିହର କର୍କଟ…
ନୂଆଦିଲ୍ଲୀ : ନଟ ଫର୍ ସେଲ୍ ବୋଲି ଉଦ୍ଧିଷ୍ଟ ହୋଇଥିବା ମେଡିସିନ ରୋଗୀଙ୍କୁ ବିକ୍ରୀ କରାଯାଇପାରିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ପରିଚାଳିତ ଆଚାର୍ଯ୍ୟହରିହର ଆଚଳିକ କର୍କଟ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ନଟ୍ ଫର ସେଲ ମେଡିସିନ୍ ଗୁଡିକ୍ ବିକ୍ରୀ ହେଉଛି ବୋଲି ଅଭିଯୋଗ ହେବା…
ଲୋକାର୍ପିତ ହେଲା ରାଜ୍ୟର ଦ୍ୱିତୀୟ (କଲାମ)ପ୍ଲାନେଟୋରିଅମ ଖୁବଶିଘ୍ର ରାଜ୍ୟରେ ଆଉ ୩ଟି ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ…
ବୁର୍ଲା/ସମ୍ବଲପୁର,ସମ୍ବଲପୁରର ବୁର୍ଲ୍ଲା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକର୍ପିର୍ତ ହୋଇଯାଇଛି ଏପିଜେ ଅବଦୁଲ କଲାମ ପ୍ଲାନେଟୋରିଅମ ଓ ସାଇନ୍ସ ପାର୍କ । ଏହି ପ୍ଲାନେଟୋରିଅମର ଉଦ୍ଘାଟନ ରାଜ୍ୟ ପାଇଁ ଏକ ପ୍ରମୁଖ ଉପଲବ୍ଧି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ…