Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ପ୍ରତି ଦରଦ ଥିଲେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣକୁ ବିରୋଧ କରନ୍ତୁ : ନବୀନ
ଚିଖିଲିରେ ମହାନଦୀ ବଞ୍ଚାଅ ଅଭିଯାନରେ ଭାଜପା ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ବରଗଡ଼(ନୀଳ ଦୀପ) -ମହାନଦୀ ଓଡ଼ିଶାର ଜୀବନ ରେଖା, ଆମର ମା। ମହାନଦୀ ବିନା ଓଡ଼ିଆ ଜାତିର କଳ୍ପନା ନାହିଁ । ମାତ୍ର ମହାନଦୀକୁ ନେଇ କେନ୍ଦ୍ର ଓ ଛାତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ଓଡ଼ିଶା ବିରୋଧୀ ।କିନ୍ତୁ…
ସୁନା ନଦୀରେ ଟାଟା କମ୍ପାନୀର ବନ୍ଧ ନିର୍ମାଣକୁ ନେଇ ଲଙ୍କା କାଣ୍ଡ
କୋଟି କୋଟି ଟଙ୍କାର ସମ୍ପତ୍ତି ଜାଳିି ଦେଲେ ସ୍ଥାନୀୟ ବାସିନ୍ଦା
ଯୋଡା : ସେପଟେ ଛତିଶଗଡ ମହାନଦୀ ଉପରେ ବ୍ୟାରେଜ କରିଛି ବୋଲି ରାଜ୍ୟସରକାର ଯୁଧାମଦେହୀ ଡାକରା ଦେଇ ଖୋଦ ମୁଖ୍ୟମନ୍ତ୍ରୀ ଲଢ଼େଇକୁ ବାହାରି ପଡିଥିବା ବେଳେ ସେପଟେ ଓଡିଶା ଭିତରେ ଟାଟା କମ୍ପାନୀ ପ୍ରକଳ୍ପ ରିପୋର୍ଟରେ ଥିବା…
“ଲକ୍ଷ୍ମୀଧର ସାର ଥିଲେ ଛାତ୍ର ବତ୍ସଳତା, ପ୍ରଜ୍ଞା, ଗଭୀର ଆତ୍ମବିଶ୍ୱାସ, କଠୋର ପରିଶ୍ରମ, ସାଧୁତା ଓ ଶୃଙ୍ଖଳାର…
ରାଜେନ୍ଦ୍ର କଲେଜ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଆୟୋଜିତ ସ୍ମୃତିସଭାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ବଲାଙ୍ଗିର(ନିରୋଜ ମିଶ୍ର) - ଟ୍ୟାକ୍ସେସନ, ଆକାଉଣ୍ଟସ ଭଳି ଅପେକ୍ଷାକୃତ କଷ୍ଟସାଧ୍ୟ ବିଷୟ ଶ୍ରେଣୀରେ ପଢ଼ାଇବାକୁ ବହୁତ କମ ବାଣିଜ୍ୟ ଅଧ୍ୟାପକ ଆଗଭର ହୁଅନ୍ତି । ତେବେ ସ୍ୱର୍ଗତ…
ବାବୁଲି ମିଶ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟ ଠାରେ ଦେଲେ ଶ୍ରଦ୍ଧା ସୁମନ
ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ବାବୁଲି ମିଶ୍ରଙ୍କ ଆଜି ସକାଳେ ପରଲୋକ ଘଟିବା ଖବର ଶୁଣି ରାଜଧାନୀର ସମସ୍ତ ବିଜେଡି କର୍ମକର୍ତ୍ତା, ସଦସ୍ୟ ଓ ସମର୍ଥକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ…
ବ୍ୟର୍ଥ ଯିବନି ଜମା ଏଇ ସେଲିବରେସନ
ସଂଖ୍ୟା ନଥିଲେ ବି ସଂଖ୍ୟାଲଘୁ ସରକାର ଗଠନ କରିବା ପାଇଁ ରାଜ୍ୟପାଳ ମହୋଦୟ ବିଜେପିକୁ ଡାକିବା ହିଁ ଥୟ | ଯେତେବେଳେ ସଂଖ୍ୟା ନଥାଇ ଅନ୍ୟ ରାଜ୍ୟରେ ଡାକିଥିଲେ ବା ଏକକ ସଂଖ୍ୟା ଗରିଷ୍ଠ ନହୋଇ ଅନ୍ୟ ରାଜ୍ୟରେ ରାଜ୍ୟପାଳ ସରକାର କରିବାକୁ ଡାକିଛନ୍ତି | କର୍ଣ୍ଣାଟକରେ ଆବଶ୍ୟକ ସଂଖ୍ୟା ନଥିଲେ…
ପୋଲିସ ଦାଦାଗିରି : ସାମ୍ବାଦିକଙ୍କୁ ଅସଦାଚରଣ
ଯାଜପୁର : ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଉଥିଲା ବେଳେ ଏସ୍ଡିପିଓ କେଦାର ନାଥ ସାହୁ ସାମ୍ବାଦିକ ଙ୍କୁ ଅଶୀଳ ଭାଷାରେ ଗଲି ଗୁଲଜ କରିଥିଲେ ସାମ୍ବାଦିକ ମ|ନେ ଥାନା ସମ୍ମୁଖରେ ଧାରଣା ବସିଛନ୍ତି | ଏସ୍ଡିପିଓଙ୍କ ଏଭଳି ଆଚରଣକୁ ନିନ୍ଦା କରାଯାଇଛି |
ଭାଗ୍ୟରେ ନାହିଁ ସାବିତ୍ରୀ ହେବାର ଯୋଗ
ସାବିତ୍ରୀ ଓଷା ପୂର୍ବ ରାତିରେ ବଧୂହତ୍ୟା ଅଭିଯୋଗ,ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତେଜନା
Bargarh / ନୀଳ ଦୀପ : ଝିଅ ସାବିତ୍ରୀ ଓଷା କରିବ । ଏହି ଆଶା ନେଇ ବାପା ବିଭିନ୍ନ ପୂଜା ସାମଗ୍ରୀ, ଫଳମୂଳ ଦେଇ ମଙ୍ଗଳବାର ସନ୍ଧ୍ୟାରେ ଝିଅ ଘରୁ ଫେରିଥିଲେ । ମାତ୍ର ଏହାର କେଇଘଣ୍ଟା ନ ପୂରୁଣୁ…
ବିଜେଡି ବିଜେପି ଟକରା ଟକରି , ଉଭୟେ କରିବେ ସୁରକ୍ଷା ଯାତ୍ରା
ବିଜେଡିର ମହାନଦୀକୁ ବିଜେପିର ମହିଳା : ୧୬ରୁ ବିଜେଡି, ୧୭ରୁ ବିଜେପି
ଭୁବନେଶ୍ୱର : ବିଜେଡି ବିଜେପି ଏବେ ଟକରା ଟକରି ହୋଇ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି | ୟାଙ୍କର ସମାବେଶ କୁ ତାଙ୍କର ବି ସମାବେଶ, ୟାଙ୍କର ରାଲି କୁ ତାଙ୍କର ବିକ୍ଷୋଭ | କେହି କାହାକୁ ସ୍ପେସ ଦେଉନାହାନ୍ତି | ଏବେ…
ମଇ ୨୨ରେ କୁଳପତି ସମ୍ମିଳନୀ
ଭୁବନେଶ୍ୱର : ଆଗାମୀ ମଇ ୨୨ ତାରିଖରେ ରାଜଭବନରେ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବ । ରାଜ୍ୟପାଳ ତଥା କୁଳାଧିପତି ସତ୍ୟ ପାଲ ମଲିକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହିସମ୍ମିଳନୀରେ ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ଭାଷା, ସାହିତ୍ୟ ଓ ସଂସ୍କୃତି,…
ମହାନଦୀ ସୁରକ୍ଷା ଅଭିଯାନ: ଚିଖିଲିରେ ୨୦ମିନିଟ୍ ରହିବେ ମୁଖ୍ୟମନ୍ତ୍ରୀ ।
ବରଗଡ଼-ମହାନଦୀ ସୁରକ୍ଷା ଅଭିଯାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲିକୁ ଗସ୍ତ କରିବା କାର୍ଯକ୍ରମ ରହିଛି । ଏହି ଗସ୍ତ କାର୍ଯକ୍ରମରେ ପ୍ରଥମେ ଝାରସୁଗୁଡ଼ାରେ ନଦୀକୂଳ ବସ୍ତି ବାସିନ୍ଦାଙ୍କ ସହିତ ଆଲୋଚନା ଏବଂ ସଭାସ୍ଥଳୀରେ ଉଦ୍ବୋଧନ…