ପୋଲିସ ଦାଦାଗିରି : ସାମ୍ବାଦିକଙ୍କୁ ଅସଦାଚରଣ On May 15, 2018 19 Share ଯାଜପୁର : ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଉଥିଲା ବେଳେ ଏସ୍ଡିପିଓ କେଦାର ନାଥ ସାହୁ ସାମ୍ବାଦିକ ଙ୍କୁ ଅଶୀଳ ଭାଷାରେ ଗଲି ଗୁଲଜ କରିଥିଲେ ସାମ୍ବାଦିକ ମ|ନେ ଥାନା ସମ୍ମୁଖରେ ଧାରଣା ବସିଛନ୍ତି | ଏସ୍ଡିପିଓଙ୍କ ଏଭଳି ଆଚରଣକୁ ନିନ୍ଦା କରାଯାଇଛି | 19 Share FacebookTwitterGoogle+ReddItWhatsAppPinterestEmail