Sign in
Sign in
Recover your password.
A password will be e-mailed to you.
ଲୋକ ମାରିବାକୁ ସରକାରଙ୍କ ସୁନ୍ଦର ବ୍ୟବସ୍ଥା
ବିନା ସୁରକ୍ଷା ବଳୟରେ ବିଦ୍ୟୁତ ଟ୍ରାନ୍ସଫର୍ମର
ପଦ୍ମପୁର/ ନୀଳ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁରସଦର ମହକୁମା ଠାରେ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ପାଇଁ ଲାଗି ଥିବା ଟ୍ରାନ୍ସଫର୍ମରଗୁଡ଼ିକ ବିନା ସୁରକ୍ଷା ବଳୟରେ ସ୍ଥାପିତ ହୋଇଅଛି । ବିନା ସୁରକ୍ଷା ବଳୟ ଯୁକ୍ତଏହି…
ନକଲି ଚାବି ମିଳିବା ଅର୍ଥ ହେଉଛି ଅସଲି ଚାବିକୁ କିଏ ଚୋରି କରିଛି ???
ରତ୍ନଭଣ୍ଡାର ଚାବି ହଜିବା ଏବଂ ଅଚାନକ ଏକ ନକଲି ଚାବି ମିଳିବା ହେଉଛି ସହସ୍ରାଦ୍ଧୀ (ମିଲେନିୟମ)ର ସବୁଠୁ ବଡ ଘୋଟାଲା: ବିଜେପି
ଭୁବନେଶ୍ୱର/chakradhar Majhi : ନିୟମାନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ଟ୍ରେଜେରୀରେ ରହିବାର ବ୍ୟବସ୍ଥା ଥିଲେ ହେଁ ୧୯୭୦ ମସିହାରୁ ଚାବି…
୯୨-୯୪ ଯୁକ୍ତ ଦୁଇ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ
ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲା ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ୯୨ ରୁ ୯୪ ଯୁକ୍ତ ଦୁଇ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ବିରନରସିଂହପୁର ସ୍ଥିତ ବନ ବିଭାଗ ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉକ୍ତ ବ୍ୟାଚର ୨୬ ଜଣ ବନ୍ଧୁ ନିଜ ନିଜର ପରିବାର ସହ…
ସାଧାରଣ ଚାଷୀଙ୍କୁ ସହାୟତା ପାଇଁ ସମବାୟ ସଂସ୍ଥାକୁ ସୁଦୃଢ କରାଯିବ : ବାଚସ୍ପତି
ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ତରଫରୁ ସ୍ଥାନୀୟ ଗୁରୁ ଭିକାରୀ ନାଏକ କଳାମଣ୍ଡପ ଠାରେ ସମବାୟ ଆପଣଙ୍କ ଦ୍ୱାରରେ ୨୦୧୮ ଅଭିଯାନ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
ପଛୁଆବର୍ଗଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ
ଭୁବନେଶ୍ୱର : ଓଡ଼ିଶାରେ ପଛୁଆବର୍ଗଙ୍କ ନିମନ୍ତେ ବିଭିନ୍ନ ଉଦ୍ଦେଶ୍ୟରେ ରହିଥିବା ୨୭% ଆରକ୍ଷଣକୁ ରକ୍ଷା କରିବା ଦିଗରେ ରାଜ୍ୟସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି । ସେଥିପାଇଁ ରାଜ୍ୟ ପଛୁଆବର୍ଗ ମଞ୍ଚ କାର୍ଯ୍ୟକାରୀ ସଭାପତି ଧୂଳେଶ୍ୱର ମାଣିଆ ଏବଂ ସାଧାରଣ ସମ୍ପାଦକ ସରୋଜ କୁମାର…
ରକ୍ତର ଅଭାବ ପାଇଁ କାହାର ଯେମିତି ଜୀବନ ନଯାଏ ତାହା ନିଶ୍ଚିତ କରିବା ଆମ ଦାୟିତ୍ୱ : ସ୍ୱାସ୍ଥ୍ୟ ମନ୍ତ୍ରୀ
ଓଡିଶା ରେଡକ୍ରସ ପକ୍ଷରୁ “ବିଶ୍ୱରକ୍ତଦାତା ଦିବସ” – ୨୦୧୮ ପାଳିତ
ଭୁବନେଶ୍ୱର : ରକ୍ତର କୌଣସି ବିକଳ୍ପ ନାହିଁ ତେଣୁ ରାଜ୍ୟରେ ରକ୍ତର ଚାହିଦାକୁ ପୂରଣ କରିବା ପାଇଁ ଅଧିକ ପରିମାଣର ରକ୍ତ ସଂଗ୍ରହର ନିହାତି ଆବଶ୍ୟକତା ରହିଛି । ଏଥିପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ଆନ୍ଦୋଳନକୁ…
କୁର୍ଲୁବାହାଲ ସ୍କୁଲରେ ମୋ ସ୍କୁଲ ଅଭିଯାନ ।
ଗାଇସିଲାଟ-ଗାଇସିଲାଟ ବ୍ଲକ କୁର୍ଲୁବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନୀଳକଣ୍ଠ ସରାପଙ୍କ ସଭାପତିତ୍ବରେ ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ମିଶ୍ର ମୋ ସ୍କୁଲ ଅଭିଯାନ ର ଉଦ୍ଦେଶ୍ୟ ସଂପର୍କରେ ସୂଚନା…
ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି : ରାଜ୍ୟପାଳ
ଭୁବନେଶ୍ୱର: ଓଡ଼ିଶାର କୃଷିଭିତ୍ତିକ ଲୋକପ୍ରିୟ ପର୍ବ ରଜ ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି | ରାଜ୍ୟପାଳ କହିଛନ୍ତି ଯେ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଅତୀବ ମହାନା ରଜ ପର୍ବ ଓଡ଼ିଶାର ସ୍ୱାତନ୍ତ୍ର୍ୟର ପରିଚୟ…
ଅଙ୍ଗଡ଼ବାଡି ଭଳି ସର୍ବନିମ୍ନ ସୁବିଧାରୁ ବଞ୍ଚିତ ବେହେରା ପଡାବାସୀ
ଆଉ ଅନ୍ୟ ବିକାଶ କଥା ପଛରେ ସରକାର ହଜୂର ?????
ଝାରବନ୍ଧରୁ ଗୌରାଙ୍ଗ ଦାଶ- ଶିଶୁ ମାନଙ୍କ ବିକାଶ ପାଇଁ ସରକାର ବାହାର କରୁଛନ୍ତି ଅନେକ ଯୋଜନା । କୋମଳମତି ଶିଶୁ ଶାରୀରିକ,ମାନସିକ ବିକାଶ କିପରି ହେବ ସେଥିପାଇଁ ସରକାର ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ ସୃଷ୍ଟି କରୁଛନ୍ତି। ଶିଶୁର…
ଅତୀତର ଅଭୁଲା ସ୍ମୃତିକୁ ରୋମନ୍ଥନ କଲେ ପୁରୁଣା ଛାତ୍ର
ଟାଉନ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ।
ପଦ୍ମପୁର/Nila Deep -ପଦ୍ମପୁର ସହରର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା "ମୋ ସ୍କୁଲ ଅଭିଯାନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ତରଣୀସେନ ସାହୁଙ୍କ…