ଡା. ବନମାଳୀ ସାହୁଙ୍କ ପରଲୋକ

  ବରଗଡ଼/ନୀଳ ଦୀପ  - ବରଗଡ଼ର ସ୍ବନାମଧନ୍ୟ ଡା. ବନମାଳୀ ସାହୁଙ୍କ ବୁଧବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବମ୍ବେ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କ ପରଲୋକ ହୋଇଛି । ଡା.…

ଏଟିଏମରୁ ଟଙ୍କା ବାହାରୁନି, ଜିଲାପାଳଙ୍କୁ ଫେରାଦ ହେଲା ଆପ୍‌ ।

ବରଗଡ଼/ନୀଳ ଦୀପ  - କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ପରେ ଦେଖାଯାଇଥିବା ସମସ୍ୟା ଏବେ ମଧ୍ୟ ଲାଗି ରହିଛି । ବର୍ତ୍ତମାନ ଏଟିଏମ ଗୁଡ଼ିକରେ ନଗଦ ଟଙ୍କା ନ ବାହାରିବା ଲୋକଙ୍କ ପାଇଁ ଆଉ ଏକ ବଡ଼ ସମସ୍ୟା ହୋଇଛି । ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ରହିଥିବା ଏଟିଏମ ଗୁଡ଼ିକରୁ…

ମୟୁରଭଞ୍ଜ  ଜିଲା ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ 

ବାରିପଦା/ Dillip Mohanty —ମୟୁରଭଞ ଜିଲାର ପଞ୍ଚମ ଜିଲାପରିଷଦ ବୈଠକ ସ୍ଥାନୀୟ ପ୍ରୟାସ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଜିଲାପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉକ୍ତ ବୈଠକରେ ଓଡିଶା ବିଧାନସଭାର ଉପବାଚସ୍ପତି ତଥା ବିଧାୟକ ବାରିପଦା ସାନନ୍ଦ…

“ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ’ ଓ “ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ…

ଓଡ଼ିଶାର ଚାଷୀମାନଙ୍କର ରୋଜଗାର ବୃଦ୍ଧି ଓ ନୂତନ କର୍ମନିଯୁକ୍ତିରେ ଏହା ସହାୟକ ହେବ:ମନ୍ତ୍ରୀ ଶ୍ରୀ ମହାରଥୀ   ଭୁବନେଶ୍ୱର : କୃଷିର ଉନ୍ନତି ପାଇଁ ନିଜସ୍ୱ ଜ୍ଞାନକୌଶଳରେ ଉନ୍ନତ ଓ ଅଭିନବ ଯନ୍ତ୍ରପାତି ତିଆରି କରି ବ୍ୟବହାର କରୁଥିବା ଚାଷୀଙ୍କୁ "ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି…

ପାଇକମାଲ: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର 

ବ୍ଲକ ଅଧ୍ୟକ୍ଷ-ସରପଞ୍ଚ ବଢ଼ାଇଲେ  ସହାୟତାର ହାତ  ପାଇକମାଳ/ବରଗଡ଼(Guranga Dash/Nila Deep) -ପାଇକମାଲ-ବରଗଡ଼ ଜିଲ୍ଲା ପାଇକମାଲଠାରୁ ୩0 କିମି ଦୂର ମାଣ୍ଡୋସିଲ ଗ୍ରାମର ଏକ ନବନର୍ମିତ ପାଇଖାନା ଟାଙ୍କି ଭିତରେ କାମ କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।…

ଟାଟା ଷ୍ଟିଲ ସହଯୋଗରେ ପୁନର୍ବାସ କଲୋନୀର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ପକ୍ଷରୁ ‘ଗାଡ଼ିରେ ଖାଦ୍ୟ’ ବ୍ୟବସାୟ

କଳିଙ୍ଗନଗର,(ଜୟଶଙ୍କର ଦାଶ): ପ୍ରତିଦିନ ସକାଳ ୬.୩୦ ମିନିଟ୍ରେ ଗୋବରଘାଟି ପୁନର୍ବାସ କଲୋନୀର ରାଧାକୃଷ୍ଣ ସ୍ୱଂୟ ସହାୟକ ଗୋଷ୍ଠୀ  (ଏସଏଚ ଜି )ର ମହିଳା ସଦସ୍ୟାଙ୍କ ଏକ ଟିମ୍ ଭ୍ରାମ୍ୟମାଣ ଖାଦ୍ୟ ଯାନରେ ଡୁବୁରୀ ଛକକୁ ଯାତ୍ରା ଆରମ୍ଭ କରିଥାନ୍ତି । ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର…

 ରାଜ୍ୟ ଅଭିଲେଖାଗାରରେ କେନ୍ଦ୍ରୀୟ ପ୍ରତିନିଧି  ଦଳ, ଅଭିଲେଖାଗାର କାର୍ଯ୍ୟକ୍ରମକୁ ପ୍ରଶଂସା

ଅତିରିକ୍ତ ପାଣ୍ଠି ଯୋଗାଇଦେବାକୁ ଦେଲେ ପ୍ରତିଶ୍ରୁତି ଭୁବନେଶ୍ୱର(ମାନସୀ ମିଶ୍ର) : ରାଜ୍ୟ ଅଭିଲେଖାଗାରର ବିଭିନ୍ନ କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ଦଳ ପ୍ରଶଂସା କରିଛନ୍ତି |  ଜାତୀୟ ଅଭିଲେଖାଗାରର ମହାନିର୍ଦ୍ଦେଶକ ତଥା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସଚିବ ପ୍ରୀତମ୍ ସିଂହଙ୍କ ନେତୃତ୍ୱରେ…

କଂଗ୍ରେସ ସରକାର ହେଲେ ବାଦ୍ଧକ୍ୟ ଭତା ବଢିବା , ଚାଷୀଙ୍କ ପାଇଁ ହେବ ଋଣ ଛାଡ : ନିରଞ୍ଜନ 

 ଜୟପୁରରୁ କଂଗ୍ରେସର ଶକ୍ତି ପ୍ରଦର୍ଶନ  ଜୟପୁର-  ଓଡିଶା ପ୍ରଦେଶ କଂଗ୍ରେସର  ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ସଭାପତି ଦାୟିତ୍ୱ ଗ୍ରହଣ  କରିବା ପରେ ପରେ ଜୟପୁର ଠାରେ ଏକ ବିଶାଳ ସମାବେଶ କରାଯାଇ  ନିର୍ବାଚନୀ ବିଗୁଲ  ବଜାଇଛି କଂଗ୍ରେସ ଦଳ ।   ୨୫ ହଜାର ଲୋକଙ୍କୁ ନେଇ କଂଗ୍ରେସ ଜୟପୁର…

“ରାଜ୍ୟର ବିକାଶ ପାଇଁ ଓଏମସି ବଦ୍ଧପରିକର”

ଓଡ଼ିଶା ଖଣି ନିଗମର ୬୩ତମ ସ୍ଥାପନା ଦିବସ   ଭୁବନେଶ୍ୱର(: ଓଡ଼ିଶା ଖଣି ନିଗମର ୬୩ତମ ସ୍ଥାପନା ଦିବସ ଆଜି ଜୟଦେବ ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଏମସି ପକ୍ଷରୁ ବିଶିଷ୍ଟ ବିଦ୍ୱାନ ତଥା ଓଡ଼ିଶା ମାଟିର ଗର୍ବ ଏବଂ ଆଇଏସଏମ  ଧାନବାଦ ର ପୂର୍ବତନ ନିର୍ଦ୍ଦେଶକ …

” ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି “

ମହାନଦୀ ପାଇଁ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଚିଖଲି ଓ ଶୁଖାସୋଡ଼ାରୁ ଆରମ୍ଭ ଏ ଲଢେ଼ଇ କେବଳ ବିଜେଡିର ନୁହେଁ, ସାରା ଓଡ଼ିଶାର: ନବୀନ ପଟ୍ଟନାୟକ ଭୁବନେଶ୍ୱର/manasi mishra : ବିଜୁ ଜନତା ଦଳର ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟରେ ମହାନଦୀ ସୁରକ୍ଷା ଅଭିଯାନ ମଇ…