ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

0

ଜି ଉଦୟଗିରି /ଗଗନ ପ୍ରଧାନ: କ ନୂଆଗାଁ ବ୍ଲକ ସଭା ଗୃହରେ 73 ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ bdo ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଶାନ୍ତି ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ    ଆଲୋଚନା ହୋଇଥିଲ l ଏଥି ସହ ସ୍ଵାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଥିଲା lଏହି କାର୍ଯ୍ୟକ୍ରମରେ ବିଧାୟକ  ଚକ୍ରମଣି କହଁର,  ବଜାର କମିଟି ସମ୍ପାଦକ  ରଜନୀକାନ୍ତ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ବିକ୍ରମଚରଣ ବିଶିମାଝି, ସାମ୍ବାଦିକ କାଳି ପ୍ରସାଦ ତ୍ରିପାଠୀ, ସୁବାଷ୍ ମହାରଣ, ବିଏସ୍ଏସ୍ଓ ଗୋପାଳ କୃଷ୍ଣ ପାତ୍ର, ସୁଦାମା ନାୟକ, ବିଜେଡି ସଭାପତି ବାସୁଦେବ ପଣ୍ଡା, ଓ ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷତ୍ରୀ, ବୁଦ୍ଧି ଜିବି ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.