ଜୁନାଗଡ ଠାରେ ଆଦିବାସୀ ଦିବସ ପାଳିତ.

0

ଜୁନାଗଡ଼ / ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲା ଜୁନାଗଡ଼ ଆରଏମସି ଠାରେ ଜୁନାଗଡ଼ ବ୍ଲକ ଆଦିବାସୀ ସଂଘ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରର ମିଳିତ ଆନୁକୂଲ୍ୟରେ ବିଶ୍ୱ ଆଦିବାସୀ ଦିବସ ପାଳନ ହୋଇଯାଇଛି ।  ଆଦିବାସୀ ସଂଘ ବ୍ଲକ ସଭାପତି ସୁପରସନ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆତିଥି ଭାବେ ସମାଜସେବୀ ବିଶ୍ୱନାଥ କର, ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପ ଜିଲ୍ଲାପାଳ ଜବର ଭୋଇ, ଶ୍ରୀବତ୍ସ ଯାନୀ ପ୍ରମୁଖ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ସମନ୍ଧରେ ଆଲୋକପାତ କରିଥିଲେ |

Leave A Reply

Your email address will not be published.