Sign in
Sign in
Recover your password.
A password will be e-mailed to you.
କ୍ରେଡିଟ ଡେବିଟ ଅନୁପାତ ବୃଦ୍ଧି ପାଉ ନଥିବା ହେତୁ ଜିଲ୍ଲାପାଳଙ୍କ ଅସନ୍ତୋଷ
ଜଗତସିଂହପୁର ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା କମିଟି ଓ ସମୀକ୍ଷା କମିଟି ବୈଠକ
ଜଗତସିଂହପୁର:(ରମେଶ ମହାନ୍ତି):- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା କମିଟି ଓ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି…
ପୋଲିସ ଲୋକଙ୍କ ବନ୍ଧୁ : ଏ ବିଶ୍ୱାସକୁ ଆଉ ପାଦେ ଆଗେଇ ନେଲେ ଏସପି ସାରା
ଗଜପତି ପୋଲିସର ଉଦ୍ୟମରେ ଆରୋଗ୍ୟ ଫ୍ରି ମେଗା ମେଡ଼ିକାଲ କେମ୍ପ : ଏସ୍ ପିଙ୍କୁ ବରିଷ୍ଠ ତଥା ବୟସ୍କ ନାଗରିକଙ୍କ ପକ୍ଷରୁ ପ୍ରଶଂସା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୋଲିସକୁ ନେଇ ବେଇ ଅଧିକାଂଶ ଜାଗାରେ ବିବାଦ | ପୋଲିସ ପ୍ରତି ଲୋକଙ୍କ ମନରେ ଏକ ନକାରାତ୍ମକ ଧାରଣା ସବୁଠି…
ଶିକ୍ଷାର ମାନବୃଦ୍ଧି ପାଇଁ ଅଭିଭାବକ-ଶିକ୍ଷକ ମିଳିତ ବୈଠକ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ସାଧାରଣ ସର୍ବନିମ୍ନ ଯୋଗ୍ୟତା ହାସଲ ପାଇଁ ଏବଂ ଶିକ୍ଷାର ମାନ ବୃଦ୍ଧିପାଇଁ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀର ଆବଶ୍ୟକତା ରହିଛି । ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗଙ୍କ ଏ ଅଭିନବ ପ୍ରୟାସ ମାଧ୍ୟମରେ…
କାହିଁକି ନର୍ସ ନିହାରିକାଙ୍କୁ ହତ୍ୟା କଲା ରାଜା ?
ନିହାରିକା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ , ଜଗତ୍ସିଂହପୁର ଏସ୍ପି କହିଲେ ପୂରା କାହାଣୀ
ଜଗତସିଂହପୁର:(ରମେଶ ମହାନ୍ତି):-ନର୍ସ ନିହାରିକା ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇଛି ଜଗତ୍ସିଂହପୁର ପୋଲିସ। ଏସ୍ପି ଆର୍ ପ୍ରକାଶ ସାମ୍ବାଦିକ ସମ୍ମିଳନୀ କରି ନିହାରିକା ହତ୍ୟାକାଣ୍ଡର ପୂରା କାହାଣୀ…
ନଅଗାଁ (କ)ରେ କୋଶଲ କର୍ମିଙ୍କ ନୂଆଁଖାଇ ଭେଟଘାଟ
ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଏବଂ ଆଗଲପୁର ଥାନାର ବୋଡରରେ ଥିବା ନଅଗାଁ(କ) ଗ୍ରାମର କଲ୍ୟାଣ ମଣ୍ଡପରେ ଆଗଲପୁର ବ୍ଳକର କୋଶଲ କର୍ମି ମାନଙ୍କୁ ନେଇ ନୂଆଁଖାଇ ଭେଟ ଘାଟ ଉତ୍ସବ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବଲାଙ୍ଗିର ଜିଲ୍ଳାର ପ୍ରମୋଦ ମିଶ୍ର ମୁଖ୍ୟ ଅତିଥି,…
ସିବିଆଇ ଧରିନେଲା ଦାରା ସିଂଙ୍କ ସହଯୋଗୀଙ୍କୁ
Baripada/ dillip mohanty : ୧୯୯୯ମସିହା ଜାନୁଆରୀ୨୨ତାରିଖ ଦିନ କେନ୍ଦୁଝର ଜିଲ୍ଲା ଆନନ୍ଦ ପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମ ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲିଆ ମିଶନାରୀଗ୍ରାହମଷ୍ଟେନ ଓତାଙ୍କର ଦୁଇ ନା ଵାଳକପୁଅ ଙ୍କୁ ଦାରାସିଂଓତାର ସହଯୋଗୀ ମାନେ ପୋଡ଼ି ମାରିଵା ଘଟଣାର ଦୀର୍ଘ ଵର୍ଷ…
ମହିଲା ମହାବିଦ୍ୟାଳୟ ଛାତ୍ରୀଙ୍କ ସେବାରେ ଲାୟନ୍ସ କ୍ଳବ
ମେଲଛାମୁଣ୍ଡା,(ମନୋଜ ଭୋଇ) ଜନସେବାକୁ ଆଧାର କରି ଲାୟନ୍ସ କ୍ଳବ ଏ ଅଂଚଳରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କରି ଆସୁଛି । ଏହି ପରିପ୍ରେକ୍ଷିରେ ବରଗଡ ଜିଲ୍ଳା ପଦ୍ମପୁରସ୍ଥିତ ମହିଲା ମହାବିଦ୍ୟାଳୟର ଛାତ୍ରୀଙ୍କ ପାଇଁ ଏକ ଭେଣ୍ଡିଙ୍ଗ ମେସିନ ଓ ଓାଟର କୁଲର ପ୍ରଦାନ କରିଛି । ଏହି ଅବସରରେ…
ମେଲଛାମୁଣ୍ଡା ମହାବିଦ୍ୟାଳୟରେ ସ୍ୱାଗତ ସର୍ମ୍ବଧନା ସଭା
ମେଲଛାମୁଣ୍ଡା,(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଜୁନିଅର ମହାବିଦ୍ୟାଳୟ ପରିସରରେ ସନିବାର ଦିନ ଏକ ସ୍ୱାଗତ ସର୍ମ୍ବଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ପ୍ରଥମ ବର୍ଷରେ ଯୋଗ ଦେଇଥିବା ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରିଥିଲେ…
ଅଧିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ଖୋଲାଯିବ
ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ସମ୍ପର୍କିତ ରାଜ୍ୟସ୍ତରୀୟ ଆୟୋଜନ କମିଟିର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର(ଶାସକ ପ୍ରଶାସକ) : ୧୯୯୯ ମହାବାତ୍ୟା ସ୍ମରଣରେ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେବା ନିମନ୍ତେପ୍ରତିବର୍ଷ…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବରଗଡ / ପାଇକମାଲ :- ଆଜି ପାଇକମାଲ ରୁ ପଦ୍ମପୁର ରାସ୍ତାର ଝରମୁଣ୍ଡା ଛକ ନିକଟରେ ସନ୍ଧ୍ୟା ସମୟରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖବର ପାଇବା ପରେ ପାଇକମାଲ ପୋଲିସ ର ASI ପ୍ରକାଶ ଭୋଇ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଆରମ୍ଭ କରିଥିଲେ । ମୃତଦେହ ଟି…