ଦିଲ୍ଲୀପ ମହାନ୍ତି(ବାରିପଦା ) ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ଛକ ନିକଟରେ ଇଣ୍ଡିକା ଗାଡିକୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି। ଦୁର୍ଘଟଣାରେ ଇଣ୍ଡିକାରେ ଥିବା ଗୋଟିଏ ପରିବାର ଜଣେ ନାବାଳିକା ସମେତ ୫ ଆହତ ହୋଇଛନ୍ତି । ଆହତ ମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ କରତବସା ଅଞ୍ଚଳର ଗଙ୍ଗାଧର ନାଏକ, ଦୀପକ କୁମାର ନାଏକ, ଚନ୍ଦନ ନାଏକ , ଡଲି ନାଏକ ଏବଂ ଜଣେ ପ୍ରାୟ ୮ ବର୍ଷର ନାବାଳିକା। ଆହତ ମାନେ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ ରେ ଭର୍ତ୍ତି। ଆହତ ମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି |
Sign in
Sign in
Recover your password.
A password will be e-mailed to you.
Prev Post