Sign in
Sign in
Recover your password.
A password will be e-mailed to you.
୮ ରାଉଣ୍ଡ ପରେ ରୀତା ୫୨୦୦୦ ଭୋଟ ଆଗରେ
ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତ ଗଣନା। ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ 20 507 ଖଣ୍ଡ କଂଗ୍ରେସ ପ୍ରାର୍ଥୀ , 2777 ଖଣ୍ଡ ଓ ବିଜେଡି ପ୍ରାର୍ଥୀ ଙ୍କୁ 72 552 ଖଣ୍ଡ ଭୋଟ ମିଳିଛି । ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ପ୍ରାୟ 52…
ବିଜେପୁର ଉପନିର୍ବାଚନ : ଗଣତି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ
ବରଗଡ :- ବହୁ ଚର୍ଚିତ ବିଜେପୁର ନିର୍ବାଚନ ମଣ୍ଡଳୀ । ଗତ ଦେଢବର୍ଷ ଭିତରେ ତିନିଗୋଟି ନିର୍ବାଚନ ଦେଖି ସାରିଛନ୍ତି ବିଜେପୁର ବାସୀ । ଗତ 21 ତାରିଖ ଦିନ ମତଦାନ କରିଥିଲେ ବିଜେପୁର ଭୋଟର । ଆଉ ରାତି ପାହିଲେ ହେବ ମତ ଗଣନା । ପଦ୍ମପୁର ଆରଏମସି ଗୋଦାମ (ଗୋରୁବଜାର) ଠାରେ ହେବ ମତ ଗଣନା | …
କୁଟ୍ଟେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ
ଭୁୁବନେଶ୍ୱର:୧୯୯୭ ବ୍ୟାଚ ବରିଷ୍ଠ ଆଇପିଏସ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ଭାବେ କାର୍ଯ୍ୟକରୁଥିବା ଧୀରେନ୍ଦ୍ର ଏସ୍.କୁଟ୍ଟେଙ୍କୁ ମିଳିଛି ନୂଆ ନିଯୁକ୍ତି । ଅଫିସର ଅନ ସ୍ପେସିଆଲ ଡ୍ୟୁଟି ନୁହେଁ, ସେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି…
ଋଷିଆ ଏବଂ ଓଡିଶା ମଧ୍ୟରେ ବ୍ୟବସାୟିକ ସମ୍ପର୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ
ଭ୍ଲାଡିଭୋଷ୍ଟୋକ ଏବଂ ପାରାଦୀପ ସହର ଭଲ ସହଯୋଗୀ ବନ୍ଦର ହୋଇପାରିବେ
ଭାରତରେ କୋକିଂ କୋଲର ଚାହିଦାକୁ ପୂରଣ କରିବ ଋଷ
ଭୋଷ୍ଟୋଚିନେ ଇଂଟରମୋଡାଲ କଂଟେନର୍ ବନ୍ଦରର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା
ଘରୋଇ ଇସ୍ପାତ ଉଦ୍ୟୋଗରେ କୋକିଂ କୋଲକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ପଦ୍ଧତି…
ମୋ ସ୍କୁଲ ଅଭିଯାନ” ପ୍ରକଳ୍ପର ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗଚି ଗଜପତି ଗସ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟରେ ଚାଲିଥିବା "ମୋ ସ୍କୁଲ ଅଭିଯାନ" ପ୍ରକଳ୍ପର ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗଚି ଆଜି ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହ ଜିଲ୍ଲାରେ "ମୋ ସ୍କୁଲ ଅଭିଯାନ" ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆୟୋଜିତ ଏକ…
ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :-ଅମର ତନ୍ତି, ଟିଭିଏସ କମ୍ପାନୀ ରେ ସେଲସମ୍ୟାନ ଅଛନ୍ତି | ସେ ନିଜ ବାଇକ ଯୋଗେ OR 14 V 9085 ଯୋଗେ ସୁନ୍ଦରଗଡ଼ ସବଡେଗା ଅଞ୍ଚଳକୁ କଲେକ୍ସନ ପାଇଁ ଆସି ନିଜଘର ରାଉରକେଲା ରେଲୱେ କଲୋନୀକୁ ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିରହିଥିଲେ | ସେହି…
ବିଜେଡି ଶାସନରେ ଓଡିଶାରେ ମହିଳା ଅସୁରକ୍ଷିତ :ବିଜେପି
"ରାଜ୍ୟସରକାର ମହିଳାଙ୍କୁ କେତେ ସୁରକ୍ଷା ଏବଂ ସମ୍ମାନ ଦେଉଛନ୍ତି ତାହା ଏନସିଆରବି ରିପୋର୍ଟ ବୟାନ କରୁଛି"
ଭୁବନେଶ୍ୱର,(ଶାସକ ପ୍ରଶାସକ): ଓଡିଶାରେ ଦୀର୍ଘଦିନ ଧରି ବିଜୁ ଜନତା ଦଳ ସରକାରରେ ଥିବା ସତ୍ୱେ ମହିଳାମାନଙ୍କୁ ସୁରକ୍ଷା ଦେଇପାରିଲା ନାହିଁ । ପ୍ରତିଦିନ ମହିଳା ଏଠି ଦୁର୍ଷ୍କମରେ…
ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଐତିହାସିକ ନିଷ୍ପତି: ବିଜେପି
ମୋଦିଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି
ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ଓଡିଆ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ
ଭୁବନେଶ୍ୱର,(ଶାସକ ପ୍ରଶାସକ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଛି । କେନ୍ଦ୍ର…
“ଋଙ୍ଗମହଲର ରଙ୍ଗନାୟକମାନେ କିଏ ?”
ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଘଟଣା ଯାଂଚ ବ୍ୟକ୍ତିଗତ ଭାବେ ନକରି ବୃତିଗତ ଆଧାରରେ କରାଯାଉ:ବିଜେପି
ଆସନ୍ତା ୨୬ ତାରିଖ ଦିନ ଜିଲ୍ଲାର ସମସ୍ତ ଥାନାରେ ବିଜେପି ପକ୍ଷରୁ ଜିଲ୍ଲା ଏସପି ଚରଣ ସିଂହ ମୀନାଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କରାଯିବ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର…
ଯୁବକର ଝୁଲନ୍ତା ଶବ ଉଦ୍ଧାର, ମୃତ୍ୟୁର କାରଣ ଖୋଜୁଛି ପୁଲିସ
ବାରିପଦା(ଅରବିନ୍ଦ ଦାସ )- ବାରିପଦା ପୌରପରିଷଦର ୱାଡର଼୍ ନଂ ୧୪ସ୍ଥିତ ହରିଜନସାହିରେ ବସବାସ କରୁଥିବା ସୁରେନ୍ଦ୍ର ବେହେରାଙ୍କ ଘରେ ତାଙ୍କର ପୁଅ କମଳ ଲୋଚନ ବେହେରାଙ୍କ ଝୁଲନ୍ତା ଶବକୁ ଆଜି ବାରିପଦା ଟାଉନ ଥାନା ପୁଲିସ ଜବତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ ପିଆରଏମ ସରକାରୀ…