Sign in
Sign in
Recover your password.
A password will be e-mailed to you.
ବଣିଆପାଟ ଶିଶୁମନ୍ଦିରର ଜାତୀୟ ବିଜ୍ଞାନ ଦିବସ
କେନ୍ଦୁଝର,ତା୨୮/୨- ସ୍ଥାନୀୟ କଲେଜ ରୋଡସ୍ଥ ବଣିଆପାଟ ସରସ୍ଵତୀ ଶିଶୁମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଭାରତୀୟ ବୈଜ୍ଞାନିକ ନୋବେଲ ପୁରସ୍କାର ବିଜେତା, ରମଣ ପ୍ରଭାବର ଆବିଷ୍କାରକ ଡଃ ସି.ଭି. ରମଣଙ୍କୁ ମନେରଖିବା ପାଇଁ ଭାରତରେ ପ୍ରତ୍ଯେକ ବର୍ଷ ଫେବୃଆରୀ ୨୮ ତାରିଖକୁ ଜାତୀୟ…
ହନୁମାନ ମନ୍ଦିର ରେ ସପ୍ତ ଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ବାସୁଦେବପୁର -ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଆର୍ତୁଙ୍ଗ ଗ୍ରାମ ନିକଟରେ ଥିବା ହନୁମାନ ମନ୍ଦିରରେ ସପ୍ତଦଶ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହେଉଛି।ତା-25.02.2026ରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯଜ୍ଞାନୁଠାନ ତା-28.02.2026 ରିଖ ଉଦ ଯାପନୀ ହେବ। ଅଶି ଜଣ…
ମା ସରସ୍ଵତୀ ଶିଶୁ ମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବିନାୟକପୁର ପଞ୍ଚାୟତ ରେ ବେଲସା ଉଁଳିଆ ରେ ମା ସରସ୍ଵତି ଶିଶୁ ମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ ଙ୍କ ସଭାପତିତ୍ବ ରେ…
ସ୍ବର୍ଗତ ଗୌର ବାରିକଙ୍କ ଶୁଦ୍ଧିକ୍ରିୟାରେ ବିଜେପୁର ବିଧାୟକଙ୍କ ଶ୍ରଦ୍ଧାଞ୍ଜଳି
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମରେ ସର୍ଗତ ଗୌର ବାରିକଙ୍କ ଶୁଦ୍ଧିକ୍ରିୟା ଅବସରରେ ଆଜି ଶନିବାର ଶୋକାକୁଳ ପରିବେଶ ଦେଖାଯାଇଥିଲା। ଏହି ଅବସରରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ଯୋଗଦେଇ ପରିବାରବର୍ଗଙ୍କୁ ସାନ୍ତ୍ବନା ଜଣାଇଥିଲେ।ବିଧାୟକ ଶ୍ରୀ ଗଡ଼ତୀୟା…
ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ମହିଳା ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟ ରେ ” ରାଜ୍ୟସ୍ତରୀୟ ଓଡ଼ିଆ ଭାଷା…
https://youtu.be/etlaB2obNWE
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କର ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ମିଳିତ ସହଯୋଗରେ "ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ" କାର୍ଯ୍ୟକ୍ରମ ଗ୍ରାମୀଣ ଆତ୍ମନିଯୁକ୍ତି…
ହୋଲି ପର୍ବରେ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ପୂର୍ବତଟ ରେଳପଥର ୧୩୨ଟି ହୋଲି ସ୍ପେଶାଲ୍ ଟ୍ରେନ୍ ।
ପୂର୍ବତଟ ରେଳପଥ ମଧ୍ୟଦେଇ ଅତିରିକ୍ତ ୧୫୦ଟି ହୋଲି ସ୍ୱତନ୍ତ୍ର ଟ୍ରେନ୍ ଯାତାୟାତ
ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୬: ଆସନ୍ତା ହୋଲି ପର୍ବ ସମୟରେ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବା ପାଇଁ, ପୂର୍ବତଟ ରେଳପଥ ଏହାର କ୍ଷେତ୍ରାଧିକାରରୁ ୧୩୨ଟି ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା…
ବୁଲେଟ୍ ସ୍କୁଟି ମୁହାଁମୁହିଁ ଧକ୍କା, ବୁଲେଟ୍ ଚାଳକ ମୃତ, ଅନ୍ୟ ୩ ଗୁରୁତର।
ଦିଗପହଣ୍ଡି ଥାନା ଅନ୍ତର୍ଗତ ଘୋଡ଼ା ହାଡ଼ ରାସ୍ତାରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ବୁଲେଟ୍ ଚାଳକ ତଥା ନିକଟସ୍ଥ ସିଦ୍ଧେଶ୍ୱର ଗ୍ରାମର ଗଣେଶ ରେଡି ପ୍ରାଣ ହରାଇଥିବା ବେଳେ ଆରୋହୀ ଚେରୁ ରେଡ଼ି, ସ୍କୁଟି ଚାଳକ ଓ ଆରୋହୀ ରାଜା ପ୍ରଧାନ ଓ ଆଦର୍ଶ ଦଳେଇ ଗୁରୁତର ଆହତ ହୋଇ ପ୍ରଥମେ…
ଭାଷା ବଞ୍ଚାଇବା ଦାୟିତ୍ୱ ଗଣମାଧ୍ୟମ ହାତରେ : ସିଦ୍ଧାନ୍ତ
- ସଡ଼କ ସୁରକ୍ଷା ସଚେତନଧର୍ମୀ ଭିଡିଓ 'ସମୟ' ଉନ୍ମୋଚିତ
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ମିଡିଆ ଫେଷ୍ଟ ଉଦଯାପିତ
ଭୁବନେଶ୍ୱର : ଏବେ ଓଡ଼ିଆ ଭାଷାରେ ବହୁତ ବିସଂଗତି ରହୁଛି। ମାତ୍ର ଗଣମାଧ୍ୟମରେ ଶୁଦ୍ଧ ଭାଷା ରହିବା ଦରକାର। ତେଣୁ ଭାଷା ବଞ୍ଚାଇବା ଦାୟିତ୍ୱ ଗଣମାଧ୍ୟମ ହାତରେ…
ରାଉରକେଲାରେ ICICNDA-SERS 2026 ଆୟୋଜନ
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫେବୃଆରୀ 27-28, 2026 ରେ ଇଣ୍ଟେଲିଜେଣ୍ଟ କମ୍ୟୁନିକେସନ୍ ନେଟୱାର୍କ ଏବଂ ନିରନ୍ତର ଶକ୍ତି-ସ୍ଥାପକ ସିଷ୍ଟମ ପାଇଁ ନିଷ୍ପତ୍ତି ବିଶ୍ଳେଷଣ ଉପରେ ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ (ICICNDA-SERS 2026) ସଫଳତାର…
ରୋଟାରି କ୍ଲୁବ ମାଲକାନଗିରି ପକ୍ଷ ରୁ ନିଶୁଳ୍କ ଡାକ୍ତର ପରାମର୍ଶ ଓ ନିଶୁଳ୍କ ହୋମିଓପାଥି ଔଷଧ ବିତରଣ ଅନୁଷ୍ଠିତ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ-୨୭/୨/୨୬: ମାଲକାନଗିରି ଜିଲ୍ଲା ରୋଟାରୀ କ୍ଳବ୍ ଏବଂ ସାଉଥ୍ ଭୁବନେଶ୍ୱର ରୋଟାରୀ କ୍ଲବ୍ ର ମିଳିତ ଆନୁକୁଲ୍ୟରେ ମାଲକାନଗିରି ଜିଲ୍ଲା ସଦର ମହକୁମାର ନଗର ଭବନରେ ମାଗଣା ହୋମଓପାଥିକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ। ଏହି ଶିବିର ରେ ଭୁବେଶ୍ୱରର…