Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ମିନି ଷ୍ଟାଡିୟମରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ
ପ୍ରଥମ ସେମିଫାଇନାଲରେ ସେବାୟତ ଏକାଦଶ ଫାଇନାଲକୁ ଏବଂ ବ୍ଳକ ବ୍ଳାଷ୍ଟର ସେମି ଫାଇନାଲକୁ ଉନ୍ନୀତ
ଓଡ଼ଗାଁ, ୨୮।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଦିନ ରୋମାଞ୍ଚକର ମ୍ୟାଚ୍…
ବିଜେପୁରକୁ ସବ୍-ଡିଭିଜନ ମାନ୍ୟତା ଦାବୀରେ ବିରାଟ ସାଧାରଣ ସଭା
ବିଜେପୁର :-ରାଜ୍ୟରେ ପ୍ରଶାସନିକ ପୁନର୍ଗଠନ ନେଇ ଚର୍ଚ୍ଚା ଚାଲିଥିବାବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ କହିଛନ୍ତି ଯେ ସରକାରଙ୍କ ନିକଟକୁ ୬୬ଟି ନୂତନ ସବ୍-ଡିଭିଜନ ଗଠନ ପାଇଁ ପ୍ରସ୍ତାବ ଆସିଛି। ଏହି ପରିପ୍ରେକ୍ଷିତରେ ବିଜେପୁର ଅଞ୍ଚଳକୁ ସ୍ୱତନ୍ତ୍ର ସବ୍-ଡିଭିଜନ ମାନ୍ୟତା ଦେବା ଦାବୀ…
ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର
କେନ୍ଦୁଝର,ତା୨୮/୨- ଆଜି ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡ଼ା ପଞ୍ଚାୟତ ନିକଟବର୍ତ୍ତୀ ଠାକୁରାଣୀ ଶାଳ ନିକଟରେ ଥିବା ବୁଲାଣି ରାସ୍ତାରେ ବାଇକ୍ ସହିତ ବାଇକ୍ ଧକ୍କାରେ ସାନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ ପାରାଭାଡି ସାହିର ଚିନ୍ତାମଣି ନାୟକ ( ୪୩ )ଙ୍କ ମୃତ୍ଯ ଘଟିଛି। ଖବରପାଇ ଢେଙ୍କିକୋଟ…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କର ଏକ…
ମା ଉତ୍ତରାୟଣୀଙ୍କ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟ ବରପୁରଠାରେ ମାଁ ଉତ୍ତରାୟଣୀଙ୍କ ତ୍ରୈବାର୍ଷିକ ଠାକୁରାଣୀ ଯାତ୍ରା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଯାତ୍ରା କମିଟି…
ମାଲକାନଗିରି ପ୍ରଧାନୀଗୁଡ଼ା ଠାରେ ହେବ ନୂତନ ଆଦର୍ଶ ଷ୍ଟାଡିୟମ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳତାରିଖ-୨୮/୨/୨୬: ମାଲକାନଗିରି ଜିଲ୍ଲା ସଦରମହକୁମା ନିକଟସ୍ଥ ପ୍ରଧାନୀଗୁଡ଼ା ଠାରେ ନୂତନ ଷ୍ଟାଡିୟମ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ଦିର୍ଘ ଦିନ ଧରି ଏକ ସ୍ୱତନ୍ତ୍ର ଷ୍ଟାଡିୟମ ପାଇଁ ଜିଲ୍ଲା ବାସୀ ଦାବି କରି ଆସୁଥିଲେ। ଯାହାକୁ ନେଇ ବହୁ କଳ୍ପନା…
ମିଳୁନି ଅଙ୍ଗନବାଡି ଗୃହ ନିର୍ମାଣ ଟଙ୍କା: ତାଲା ପକାଇବାକୁ ଠିକାଦାରଙ୍କ ଧମକ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପ୍ରଶାସନ ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି I ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ପାଇଁ ମିଳିଥିବା ଅନୁଦାନର ଟଙ୍କା ସମୟରେ ଦେଇପାରିନଥ୍ବାରୁ ଠିକାଦାରମାନେ ପ୍ରାପ୍ୟ ପାଇଁ ହଇରାଣ ହେଉଛନ୍ତି । କେତେକ…
ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରିଙ୍କ ହଠାତ୍ ଝରାପାଲ୍ଲୀ ଓ ପଦ୍ମଗିରି ଗ୍ରାମପଞ୍ଚାୟତର ବିଭିନ୍ନ ସ୍କୁଲ ପରିଦର୍ଶନ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ବିଭିନ୍ନ ସ୍କୁଲ କୁ ଅଚାନକ ପରିଦର୍ଶନ କରିଛନ୍ତି। ଆଜି ଶନିବାର ସକାଳୁଆ ସ୍କୁଲ ହୋଇଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି…
ଲୋକ ଅଧିକାର ଯାତ୍ରା କେନ୍ଦୁଝରରେ ପହଞ୍ଚିଲା, ନଗରଭବନରେ ଜଳ,ଜଙ୍ଗଲ,ଜମି ସୁରକ୍ଷା ଲାଗି ଆଲୋଚନାଚକ୍ର ଅନୁଷ୍ଠିତ।
କେନ୍ଦୁଝର,ତା୨୮/୨- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଟିକରପଡା,କାଦଗଡ଼,ମହାଦେ ଈଯୋଡ଼ା, ଧାତିକା ଆଦି ଅଂଚଳର ତିନି ଫସଲି ଉର୍ବର ଜମିରେ ଏସାର ମିନମେଣ୍ଟ କମ୍ପାନୀର ପ୍ରସ୍ତାବିତ ବେନିଫିକେସନ ପ୍ଲାଣ୍ଟକୁ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରୁଛନ୍ତି। ତେଣୁ ପ୍ରଥମ ଜନଶୁଣାଣୀ ଏଠାରେ ବିଫଳ…
ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ରେ ଜାତୀୟ ବିଜ୍ଞାନ ଦିବସ ପାଳିତ
କେନ୍ଦୁଝର,ତା୨୮/୨- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ସରସ୍ବତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦୁଝରଗଡ଼ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଧରଣୀଧର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଦୋଳଗୋବିନ୍ଦ ରାଉତ ମୁଖ୍ୟ ଅତିଥି ଭାବରେ…