୯ଜଣ କୁନି ବୈଜ୍ଞାନିକ ରାଜ୍ୟ ସ୍ତରକୁ ମନୋନୀତ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବର୍ଗ, ବାଲ ବର୍ଗ ଏବଂ କିଶୋର ବର୍ଗରୁ ମୋଟ ୪୨ଜଣ କୁନି ବୈଜ୍ଞାନିକ ଭାଗନେଇଥିବା ବେଳେ ବିଭିନ୍ନ ବିଭାଗରେ ସଫଳତା ଅର୍ଜନ କରି ୨୮ଜଣ ଶିଶୁ  ପୁରସ୍କୃତ…

କଂଗ୍ରେସର ସମସ୍ତ ପଦବୀ ଓ ଦାୟିତ୍ବରୁ ଇସ୍ତଫା ଦେଲେ ପୁରୁଖା ନେତା କୈଳାସ ଆଚାର୍ଯ୍ୟ ।

ଭୁବନେଶ୍ୱର : ଗୋଟିଏ ପଟେ ପିସିସି ସଭାପତି ଭାବେ ନିରଂଜନ ପଟ୍ଟନାୟକ ପୁଣି ନିଯୁକ୍ତ ପୁରୁଣା କମିଟି ଭଙ୍ଗ ହେଉଥିବା  ବେଳେ କଂଗ୍ରେସର ସମସ୍ତ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି ପୁରୁଖା କଂଗ୍ରେସ ନେତା ଶ୍ରୀ କୈଳାସ ଚନ୍ଦ୍ର ଆଚାର୍ଯ୍ୟ । ସେ କଂଗ୍ରେସର ସମସ୍ତ ପଦବୀ ଓ ଦାୟିତ୍ବରୁ ଇସ୍ତଫା…

ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହଟିଲେ ବେଆଇନ୍  କାର୍ଯ୍ୟରେ ଲିପ୍ତଥିବା କିରାଣୀ

 ଭୁବନେଶ୍ୱର(ଶାସକ ପ୍ରଶାସକ): ଚୌଦ୍ୱାର ମହାବିଦ୍ୟାଳୟର କନିଷ୍ଠ କିରାଣି ଶ୍ରୀ ରବୀନ୍ଦ୍ର ପୃଷ୍ଟିଙ୍କୁ ପ୍ରଶାସନିକ କାରଣରୁ ବଦଳି କରାଯାଇଛି | ଆଜି ଏହି ମର୍ମରେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ବଦଳି ଆଦେଶବଳରେ ଶ୍ରୀ ପୃଷ୍ଟିଙ୍କୁ ନରସିଂହ ପୁର ମହାବିଦ୍ୟାଳୟକୁ ବଦଳି…

“ଇତିଶ୍ରୀକୁ ମାରିଲା ଭଳି ତତେ ମାରିଦେବୁ”

ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଶିକ୍ଷକଙ୍କ ଓ ଶାରିରୀକ ଏବଂ ମାନସିକ ନିର୍ଯାତନା  ଅଭିଯୋଗ  କ.ନୂଆଗାଁ ଥାନାରେ ଏତଲା ଦେଲେ ଶିକ୍ଷୟତ୍ରୀ ଘୁ. ଉଦୟଗିରି /ଗଗନ କୁମାର ପ୍ରଧାନ: କନ୍ଧମାଳ ଜ଼ିଲ୍ଲାରେ  ଜିଲ୍ଲାରେ ଅସୁରକ୍ଷିତ ମହିଳା କର୍ମଜୀବି । ଏହି ପରି ଘଟଣାକୁ ନେଇ…

ଜଳଜୀବନ ମିଶନ ବୈଠକରେ ଯୋଗଦେଲେ ମନ୍ତ୍ରୀ ପ୍ରତାପ ଜେନା 

ମିଶନ କାର୍ଯ୍ୟକାରୀ କରିବା ପାଇଁ ଆନୁସଙ୍ଗିକ ସହଯୋଗ କେନ୍ଦ୍ର ଯୋଗାଇ ଦେବାକୁ ଦାବି  ନୂଆଦିଲ୍ଲୀ (ଶାସକ ପ୍ରଶାସକ) ନୂଆଦିଲ୍ଲୀ ଠାରେ  ସବୁ ରାଜ୍ୟ  ତଥା କେନ୍ଦ୍ର ଶାସିତ ଅଂଚଳର ପାନୀୟ ଜଳ ବିଭାଗ ମନ୍ତ୍ରୀମାନଙ୍କୁନେଇ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ, ପାନୀୟ ଜଳ ବିଭାଗ  ପକ୍ଷରୁ…

କି ବର୍ବର ଏଇ ସ୍ୱାମୀ

ବାରିପଦା/ ଦିଲ୍ଲୀପ ମହାନ୍ତି :  ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିଲା ସ୍ୱାମୀ।। ଧରା ନ ପଡିବା ପାଇଁ ମୃତ୍ୟୁ ଶରୀରକୁ ପାଖ ଜଙ୍ଗଲରେ ଫୋପାଡ଼ି ଦେଲା।। ଏଭଳି ଭୟଙ୍କର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା, ମୋରଡ଼ା ଥାନା ଅଧିନ ପୂର୍ଣଚନ୍ଦ୍ରପୁର ଅଂଚଳରେ।। ସୂଚନା କ୍ରମେ…

ଟାଏକୁଣ୍ଡୁ ବେଲ୍ଟ ପରୀକ୍ଷା ଅନୁଷ୍ଠିତ

ଜୁନାଗଡ/ ଆଦିତ୍ୟ ମହାନ୍ତି : କଲାହାଣ୍ଡି ଜିଲ୍ଲା ଟାଏକୁଣ୍ଡୁ  ପକ୍ଷରୁ ବେଲ୍ଟ ପରୀକ୍ଷା ଜିଲ୍ଲା ତାଇ ଟାଏକୁଣ୍ଡୁ ତାଲିମ୍ କେନ୍ଦ୍ର ଜୁନାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଭବାନୀ ପାଟନା ଜେ କେ ଡାନ୍ସ ସ୍କୁଲର୍ ଶିବାମ୍ବିକା ନନ୍ଦ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା…

ଦାଉ ସାଧିଛି ଦଇବ, ବେଦରଦି ପ୍ରଶାସନ : ଦୁଇ ଭିନ୍ନକ୍ଷମ ପୁଅଙ୍କ ସେବାରେ କଟୁଛି ମାଗେଙ୍କ ଜୀବନ

ରେଢାଖୋଲ ପ୍ରତିନିଧି  ଯଶୋବନ୍ତ ନାରାୟଣ ସାହୁ  ମା ସ୍ନେହ-ମମତାର ତୁଳନା ନାହିଁ । ନିଜର ସବୁ କିଛି ଉତ୍ସର୍ଗ କରୁଥିବା ମାଟିଏ ପାଇଁ ସନ୍ତାନର ମଙ୍ଗଳ ହିଁ ସବୁକିଛି । ଛୁଆଟିକୁ ଛୋଟରୁ ବଡ କରିବାକୁୁ ମା କୁ ବହୁତ କିଛି ତ୍ୟାଗ କରିବାକୁ ପଡେ । ଛୁଆକୁ ନେଇ ମା ସ୍ୱପ୍ନ ଦେଖେ । ତାକୁ ଡାକ୍ତର…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜ୍ଞାନ-ବିଜ୍ଞାନ ମେଳା 

       ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ପାରଳାଖେମୁଣ୍ଡି  ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ  ବିଦ୍ୟା ମନ୍ଦିର  ପରିସରରେ ଜ୍ଞାନ-ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।    ଏହି କାର୍ଯ୍ୟକ୍ରମକୁ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ଉଦ୍ ଘାଟନ କରିଥିଲେ…

ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବଡ଼-ରାଧାକାନ୍ତ ମଠ ପରିସରରେ  ପବିତ୍ର ଜନ୍ମାଷ୍ଟମୀ ଅବସରରେ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ  ଶ୍ରୀକୃଷ୍ଣଙ୍କ ଜନ୍ମ ଓ ବାଲ୍ୟଲୀଳା ସମ୍ପର୍କିତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।        ପରିଷଦର…