ପିଟି ହେଲେ ବସ- ଟ୍ରକ 

0 1

କୁଚିଣ୍ଡା/ ଶାନ୍ତନୁ ବେହେରା :  ଆଜି ସକାଳ ସମୟ 10ଟା ସମୟ ରେ କୁଚିଣ୍ଡା ଗୁଲୂଜିପାଲି ଗ୍ରାମରେ ଗୋଟିଏ ବସ ଓ ଟ୍ରକ ମଧ୍ୟ୍ୟ ରେ ଦୁର୍ଘଟଣା ଘଟି ଜଣ କର ଜୀବନ ଚାଲିଯାଇଛି |  ଅନ୍ୟ 20ରୁ ଅଧିକ ଆହତ ହୋଇ ଫାଶୀମାଲ ଓ କୁଚିଣ୍ଡା ଡାକ୍ତରଖାନା ରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି | ଆହ ମାନଙ୍କୁ କୁଚିଣ୍ଡା ବିଧାୟକ ଡାକ୍ତରଖାନାରେ ଭେଟିଛନ୍ତି l

Leave A Reply

Your email address will not be published.