Sign in
Sign in
Recover your password.
A password will be e-mailed to you.
ଗୁପ୍ତଚରଗିରି କରୁଥିବା ବେଳେ ଧରାପଡ଼ିଲେ ପାକ ଦୂତାବାସ କର୍ମଚାରୀ : ଭାରତ ଛାଡିବା ପାଇଁ ନିର୍ଦ୍ଦେଶ
ନିଆଦିଲ୍ଲୀ : ଗୁପ୍ତଚରଗିରି କରୁଥିବା ବେଳେ ରେଡ ହାଣ୍ଡ ଧରାପଡ଼ିଲେ ପାକିସ୍ଥାନୀ ଦୂତାବାସ କର୍ମଚାରୀ | ସେମାନଙ୍କୁ ବହିଷ୍କାର କରିବା ସହ ୨୪ ଘଣ୍ଟା ଭିତରେ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର | ମିଳଥିବା ସୂଚନା ଅନୁଯାୟି ସେମାନେ କରଲବାଗର ବିକାନେରଵାଲା ଚୌକ ଠାରେ…
ଗ୍ରାମୀଣ ଉନ୍ନୟନ କାମରେ ଅନିୟମିତତା : ବିନା ସୂଚନା ଫଳକରେ ଚାଲିଛି କାମ
କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ): କୁଚିଣ୍ଡା ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି l ଅନେକ ଉନ୍ନୟନ ପ୍ରକଳ୍ପର କାମ…
ରାସ୍ତାରେ ବାଲି ବସ୍ତା ଏବଂ କଂକ୍ରିଟ ପ୍ଲେଟ ପକାଇ କାରରୁ ଲୁଟ
ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଅଧିନସ୍ଥ କଳିଙ୍ଗିଆ ଘାଟି ଭାଲିଙ୍ଗିଆ ଛକରେ ୬ରୁ ଉର୍ଦ୍ଧ୍ବ ଡକାୟତ ଏକ କାରକୁ ଅଟକାଇ ଲୁଟ କରିଥିବା ଅଭିଯୋଗ ହୋଇଛି I ପ୍ରାପ୍ତ ସୂଚନା ମୁତାବକ ଶଙ୍କରାଖୋଲ ଗ୍ରାମର ଦ୍ବୀତିକୃଷ୍ଣ ପାଢ଼ୀ ଶନିବାର ବିଳମ୍ବିତ ରାତି…
ଚାଲିଗଲେ ଛନ୍ଦା ସାର : ଶୋକରେ ମ୍ରିୟମାଣ ପଦ୍ମପୁର
ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ଅଞ୍ଚଳରେ ଜଣେ ସର୍ବଜନାଦୃତ ଓ ଛାତ୍ରଛାତ୍ରୀବତ୍ସଳ ଜଣ ଶୁଣା ଆଦର୍ଶ ଶିକ୍ଷକ ଛନ୍ଦାଚରଣ ମହାନ୍ତିଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା | ଜଣେ ସରଳ, ନିରାଡ଼ମ୍ବର ଓ ମିଷ୍ଟଭାଷୀ ପ୍ରକୃତିର ବ୍ୟକ୍ତି ଥିଲେ ସ୍ବର୍ଗତ ମହାନ୍ତି । ତାଙ୍କ…
ଓଡ଼ଗାଁ ବନ ବିଭାଗକୁ ଗୋଟିଏ ଦିନରେ ୩ଟି ସଫଳତା
୨ଟି ସ୍ଥାନରେ ଚଢାଉ କରିବା ସହିତ ମୂଲ୍ୟବାନ କାଠ ବୋଝେଇ ପିକପ ଜବତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚଡିଙ୍କ ନିର୍ଦ୍ଦେଶରେ ରବିବାର ଦିନ ସକାଳେ ୨ଟି ସ୍ଥାନରେ ଚଢାଉ କରି ବହୁ ମୂଲ୍ୟବାନ କାଠପଟା ଜବତ…
ନୂଆପଡାରେ ଥମୁନି କରୋନା ପଜିଟିଭ: ପ୍ରଥମ ମହିଳାଙ୍କ ସମେତ ୪ ଜଣ ସଂକ୍ରମିତ
ନୁଆପଡା(ଅମିତ ପୁରୋହିତ) : ନୂଆପଡା ଜିଲାରେ ପ୍ରଥମ ମହିଳା କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ସୂଚନାନୁସାରେ ନୂଆପଡା ରେ ଆଉ ୪ ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ମାନେ…
ଜୟ ଓଡ଼ିଶା ପକ୍ଷରୁ କୋରୋନା ଯୋଦ୍ଧାଙ୍କୁ ଶୁଭକାମନା : ଏକ ସ୍ୱରରେ ଗାଇଲେ ବନ୍ଦେ ଉତ୍କଳ ଜନନୀ
http://www.youtube.com/watch?v=hCMwaXd_yhE
ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ନିମନ୍ତେ ଓଡିଶାରେ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରାଯାଇଥିଲା। ଏୟାରପୋର୍ଟ ଛକ…
ପ୍ରବାସେ ମାତୃ ବନ୍ଦନା : କରୋନା ଯୋଦ୍ଧାଙ୍କୁ ଶୁଭକାମନା
ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନରେ ସାମିଲ ହେଲେ ଓମାନରେ ରହୁଥିବା ଓଡ଼ିଆ ଭାଇଭଉଣୀ
ଏକ ସ୍ୱର ହୋଇ ଗାଇଲେ ବନ୍ଦେ ଉତ୍କଳ ଜନନୀ
ଓମାନ (ସ୍ୱତନ୍ତ୍ର ପ୍ରତିନିଧି) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମଇ ମାସ ୩୦ ତାରିଖ ସନ୍ଧ୍ୟା ୫:୩୦ ରେ ସମସ୍ତ ରାଜ୍ୟବାସୀଙ୍କୁ ଓ ରାଜ୍ୟ ବାହାରେ…
ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ବରଗଡ :- ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବିଜୁ ଜନତା ଦଳର ଏକ ନିୟମିତ କାର୍ଯ୍ୟକ୍ରମ । କିନ୍ତି ବର୍ତମାନ ଆମର ବିଶ୍ୱ ଯେଉଁ ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି ତାହା ଆଜି କାହାରିକୁ ଅଛପା ନାହିଁ । ମୁଖ୍ୟତଃ ପ୍ରବଳ ଖରା ସାଙ୍ଗକୁ ଲକଡାଉନ ଓ କୋରୋନା କଟକଣା ପାଇଁ ରକ୍ତ ଭଣ୍ଡାର ଗୁଡିକରେ…
ଜୀବନ ପାଇଁ ସଂଘର୍ଷରେ ହାରିଲେ ଡାକ୍ତର : ଅଧା ବାଟରେ ଚାଲିଗଲା ପ୍ରାଣବାୟୁ
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ି ସୁରାଟରେ କାମକରି ପରିବାର ପ୍ରତିପୋଷଣ କରୁଥିଲେ। ଡାକ୍ତରଙ୍କ ସହ ତାଙ୍କର ସାନ ଦୁଇ ଭାଇ ସୁଶାନ୍ତ ଓ ବସନ୍ତ ମଧ୍ୟ ସୁରାଟରେ କାମ କରୁଥିଲେ। ବସନ୍ତ ଗଞ୍ଜାମ…