ଆଜି ବିଏମସି ଅଂଚଳରୁ ୪୯ ପଜିଟିଭ

0

ଭୁବନେଶ୍ୱର ( ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି ୪୯  ଜଣ କୋଭିଡ ପଜିଟିଭ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୩୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୧୫  ଜଣ। ଆଜିର ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ କୋଭିଡ଼ ପଜିତିଭ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧ ରେ ପହଁଚିଲା । ସେମାନଙ୍କ ମଧ୍ୟରୁ ୬୪୨  ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଉଛବତୀ ୫୭୬  ଜଣ । ଏହି ରୋଗରେ ବିଏମସି ଅଂଚଳରୁ ୧୧ ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.