ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ସେପଟେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ  ଆଇଏସଓ ମାନ୍ୟତା

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ମହାନଗର ନିଗମ ଖଣ୍ଡୁଆଲ ଠାରେ ଚାଲି ଥିବା ୨୦ କେଏଲଡ଼ି ବିଶିଷ୍ଟ ସେପଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କୁ ଆଇଏସଓ ମିଳିଛି l ଜ଼ିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି l ଏହି ପ୍ଲାଣ୍ଟ ୨୦୧୮ ନଭେମ୍ବର ରେ କାର୍ଯ୍ୟକ୍ଷମ ହୋଇଥିଲା l ଏହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି l

Leave A Reply

Your email address will not be published.