ଉଦୟନାଥ ଫର୍ଣ୍ଣିଚରର ୧୧ତମ ଲକି ଡ୍ର ଉଠାଣ

0

ପଦ୍ମପୁର –  ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ କରାଯାଇଥିବା ମାସିକ ଯୋଜନାର ୧୧ତମ ଲକି ଡ୍ର ଉଠାଣ ହୋଇଯାଇଛି । ଏହି ଲକି ଡ୍ର’ ର ବିଜେତା ହେଉଛନ୍ତି ଅତାବିରାର ରଞ୍ଜନ ବେହେରା । ଏହି ଉଠାଣ ସମୟରେ ରୋହିତ କୁମାର ପଟ୍ଟନାୟକ, ଭୋଜରାଜ ଭୋଇ, ଅଶ୍ୱିନୀ କୁମାର ସାହୁ, ସୁଦାମ ଦାନୀ, ଜଗନ୍ନାଥ ମେହେର, ହରିହର ନିଆଲ, ଦିନେଶ କୁମାର ଜେନା ଓ ବାଦଲ ସରାଫ ଯୋଗ ଦେଇଥିଲେ  ।

Leave A Reply

Your email address will not be published.