Sign in
Sign in
Recover your password.
A password will be e-mailed to you.
ଭାରତୀୟ ନ୍ୟାୟ ସଂହିତା ଦିବସ ସମ୍ପର୍କ ରେ ଲୋଚନା ଚକ୍ର ଅନୁଷ୍ଠିତ
ଖୋର୍ଦ୍ଧାରୁ ( ସେକ ଜାଫର ): ଭାରତୀୟ ନ୍ୟାୟ ସଂହିତା ରେ ନୂଆ ନୂଆ ଆଇନ ଏବଂ ଦଫା ସଂଯୋଗ କରାଯାଉଛି। ଏହି ସଂହିତା ସମ୍ପର୍କ ରେ ଜନ ସାଧାରଣ ଙ୍କୁ ସଚେତନ କରିବା ପାଇଁ ଓଡ଼ିଶା ପୋଲିସ ବିଭାଗ ତରଫ ରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ…
ଲୁଣା ନଦୀ ପଥର ପ୍ୟାକିଂ କାମରେ ମହା ଅନିୟମିତତା ଅଭିଯୋଗ, କୋଟି କୋଟି ଟଙ୍କା କାମରେ ଦୁର୍ନୀତି ଗନ୍ଧ
କେନ୍ଦ୍ରାପଡ଼ା:୨୫.୦୪(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ବିଲବଳରାମପୁର ଅଞ୍ଚଳରେ ଲୁଣା ନଦୀ ପାର୍ଶ୍ୱ ସୁରକ୍ଷା ପାଇଁ ଚାଲିଥିବା କୋଟି କୋଟି ଟଙ୍କାର ପଥର ପ୍ୟାକିଂ କାମକୁ ନେଇ ଗୁରୁତର ଅନିୟମିତତା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନଦୀ ବନ୍ଧ ସୁରକ୍ଷା ପାଇଁ ସରକାରଙ୍କ…
ଇଓଙ୍କ ଉପରେ ଅଧ୍ୟକ୍ଷା ଖପ୍ପା, ଜିଲ୍ଲାପାଳଙ୍କୁ ଫେରାଦ
ନୟାଗଡ଼(ବିଶ୍ୱଜିତ୍ ନାୟକ):- ନୟାଗଡ଼ ପୈାର ପରିଷଦ ନିର୍ବାହୀ ଅଧିକାରୀ(ଇଓ)ଙ୍କୁ ନେଇ ଅସନ୍ତୋଷ ବଢ଼ିଛି । ପୈାର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ମନମାନୀକୁ ନେଇ କ୍ଷୁବ୍ଧ ହୋଇଛନ୍ତି ପୈାର ଅଧ୍ୟକ୍ଷା ନିରୂପମା ଖଟେଇ । ନିରୂପମା ଆଜି ସମସ୍ତ କାଉନସିଲରଙ୍କ ସହ ଜିଲ୍ଲାପାଳଙ୍କୁ…
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୟାଗଡ଼ରେ ସମ୍ବର୍ଦ୍ଧନା ଉତ୍ସବ
ନୟାଗଡ଼(ବିଶ୍ୱଜିତ୍ ନାୟକ):- ନୟାଗଡ଼ ଜିଲ୍ଲା ସ୍ଥିତ ସୃଜନ କଲ୍ (ଡି, ଆର ଟିଏ.) ଠାରେ ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ଥିବା ସମସ୍ତ ଓଡି଼ଶା ଆଦର୍ଶ ବିଦ୍ୟାଳୟର ଚଳିତ ବର୍ଷ ୨୦୨୫-୨୬ ଶିକ୍ଷାବର୍ଷରେ ଉତ୍କୃଷ୍ଟ ଫଳାଫଳ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମାନଙ୍କୁ…
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ…
ଭୁବନେଶ୍ୱର: ପୂର୍ବ ଭାରତର ଅନ୍ୟତମ ଅଗ୍ରଣୀ ଭାଲ୍ୟୁ ଫ୍ୟାଶନ ରିଟେଲ ଚେନ୍, ଷ୍ଟାଇଲ ବଜାର ପକ୍ଷରୁ ନିକଟରେ ମୁକ୍ତିଲାଭ କରିଥିବା ଓଡିଆ ଫିଲ୍ମ ବିନ୍ଦୁସାଗର ସହ ଏକ ସ୍ୱତନ୍ତ୍ର ସହଭାଗିତା ଘୋଷଣା କରାଯାଇଛି । ଏନେଇ ଏପ୍ରିଲ ୨୪ ତାରିଖ ୨୦୨୬ରେ ଭୁବନେଶ୍ୱରସ୍ଥିତ ଷ୍ଟାଇଲ ବାଜାର ଷ୍ଟୋରରେ…
ଓଡ଼ଗାଁ ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ–୨୦୨୬ ପାଳିତ
ଓଡ଼ଗାଁ, ୨୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ–୨୦୨୬ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ବ୍ଲକ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ…
ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ମହାସମାରହୋରେ ପାଳିତ ହୋଇଯାଇଛି। ଏହି ଦିବସରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି…
ନୂତନ ୩୩କେଭି ଫିଡର ସହ ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରିଲା ଟିପିଏସ୍ଓଡିଏଲ୍
-ପ୍ରାୟ ୮ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ଉପକୃତ
ବ୍ରହ୍ମପୁର, ଅପ୍ରେଲ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରିଛି। ଏହି କ୍ରମରେ ନୂତନ ୩୩କେଭି ଫିଡର ଲାଇନ ପ୍ରତିଷ୍ଠା ହେବା ସହ କାର୍ଯ୍ୟକ୍ଷମ ହୋଇଛି।…
ପତ୍ନୀହନ୍ତା ସ୍ୱାମୀଙ୍କୁ ୭ବର୍ଷର ସଶ୍ରମ କାରାଦଣ୍ଡ
୩ଝିଅଙ୍କୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ନିର୍ଦ୍ଦେଶ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମାନ୍ୟ ବଚସାକୁ କେନ୍ଦ୍ର କରି ଦାଆରେ ବେକ କାଟି ନିଜ ଧର୍ମପତ୍ନୀଙ୍କୁ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା…
ସ୍ୱାଧୀନତା ସଂଗ୍ରାମୀ ଭାଗିରଥି ମହାପାତ୍ରଙ୍କ ଜୟନ୍ତୀ
ଜଗତସିଂହପୁର ତା.24.04 ( ) ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡିଶାଗଡ଼ସ୍ଥିତ ପ୍ରଫୁଲ ପାଠାଗାରରେ ସ୍ୱାଧୀନତା ସଂଗ୍ରାମୀ ଭାଗିରଥି ମହାପାତ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି I ସଭାର ଆରମ୍ଭରେ ଦିବଂଗତ ମହାନ ସ୍ୱାଧୀନତା ସଂଗ୍ରାମୀ ଭାଗିରଥି ମହାପାତ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା…