ଦଳବିରୋଧୀ କାର୍ଯ୍ୟ : ନିଲମ୍ବିତ ହେଲେ ଜିଲା ବିଜେଡି ଉପସଭାପତି ଓ ଟାଉନ ବିଜେଡି ସଭାପତି |

0

ଭୁବନେଶ୍ୱର : ଦଳବିରୋଧୀ କାର୍ଯ୍ୟପାଇଁ ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଜିଲା ବିଜେଡି ଉପସଭାପତି ଓ ଟାଉନ ବିଜେଡି ସଭାପତି | ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପାରଳାଖେମୁଣ୍ଡିର ଟାଉନ୍ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ଏବଂ ଗଜପତି ଜିଲ୍ଲା ଉପସଭାପତି କେ ଆପାରାଓଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତତ୍କାଳ ପ୍ରଭାବ ସହିତ ବିଜୁ ଜନତା ଦଳରୁଙ୍କୁ ନିଲମ୍ବିତ କରାଯାଇଛି ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି |

Leave A Reply

Your email address will not be published.