କମିରା ପରମାନନ୍ଦ ବାଳ ଅନାଥ ଶ୍ରମରେ ରକ୍ତଦାନ ଶିବିର :୪୦  ୟୁନିଟ୍ ରକ୍ତ ସଂଗ୍ରହ 

7

ବୀରମହାରାଜପୁର – (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର କମିରା ପରମାନନ୍ଦ ବାଳ ଅନାଥାଶ୍ରମରେ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସମାଜସେବୀ ରାମ ପ୍ରସାଦ  କଂନ୍ ଓ  ସମ୍ମାନୀୟ ଅତିଥି ସମାଜସେବୀ ଶତ୍ରୁଘନ ମେହେର (ପାନିବଲା)  ଯୋଗଦେଇ ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିଲେ । ଏହି ଶିବିରରେ ପ୍ରଥମ ରକ୍ତ ଦାତା ବିବେକାନନ୍ଦ ସାହୁ, ପ୍ରତିଷ୍ଠାତା ଓ ସଭାପତି ତପନ କୁମାର ପଧାନ, ସଂପାଦକ ସପନ କୁମାର ପଧାନ, ରାମପ୍ରସାଦ କର୍ଣ୍ଣ, ପ୍ରଦୀପ କୁମାର ସାହୁ, ଶ୍ରବଣ ସାହୁ, ଗଜେନ୍ଦ୍ର ପଧାନ, ବିନିତ ଗୁରୁ, ଦୟାନିଧି ମେହେର,ଶମ୍ଭୁଶ୍ଵର ସେଠୀ, ଅନିଲ ପଧାନ, ନାରାୟଣ ପ୍ରସାଦ ଅଗ୍ରୱାଲ ,ନରେନ୍ଦ୍ର ପଧାନ, ଭୁଲିରାଣୀ ପଧାନ, ପଦ୍ମନାଭ ସାହୁ, ରାଧେ କର୍ମୀ, ରାକେଶ କୁମାର କର୍ମୀ,  ସିନ୍ଧୁ  ମେହେର, କିଶୋର ମେହେର, ପପୁନ ପଧାନ, ଅଚ୍ୟୁତାନନ୍ଦ ସାହୁ,ପ୍ରକାଶ ବାରିକ, ଉମେଶ ଭୋଇ, ବାପୁନ ପାଢୀ, ଅତୁଲାନନ୍ଦ ପଧାନ, ରାଜକୁମାର ପଧାନ, ଆଶିଷ ଷଡଙ୍ଗୀ, ସାଗରିକା ବାରିକ, ଦିଲ୍ଲୀପ ସାହୁ, ଶତ୍ରୁଘନ ମେହେର, କୁଞ୍ଜବିହାରୀ ପଧାନ,ସତ୍ୟାନନ୍ଦ ଭୋଇ, ତପନ କୁମାର ପଧାନ, ଗଙ୍ଗାଧର ପଧାନ, ବିଭୁତି ଭୋଇ,କଳାକାହ୍ନୁ ମେହେର, ଶ୍ରୀଦାସ ବାରିକ, ଶବ୍ୟା   ରାଣୀ ଭୋଇ, ବିକାଶ ବାରିକ, ଯୁଧିଷ୍ଠିର ପଧାନ, ସଞୟ ପଧାନ, ଜଗଦୀଶ ପଧାନ, ଶ୍ରୀପତି ପଧାନ,ପ୍ରମୁଖ ରକ୍ତ ଦାତା ମାନେ ଉପସ୍ଥିତ ରହି ଅନ୍ୟ ଏକ ଜୀବନ ବଞ୍ଚାଇବା ରେ ରକ୍ତ ଦାନ କରିଥିଲେ । ସୁଧିର ମେମୋରିଆଲ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଓ ଆଶା ଦିଦି ବିନୋଦିନୀ ପଧାନ, ଗଜେନ୍ଦ୍ର ପଧାନ, ପିତାମ୍ବର ପଧାନ, ଶ୍ରୀନିବାସ ପଧାନ, ନରେଶ ପଧାନ, ସୌମିତ୍ରି ସାହୁ,ପ୍ରମୁଖ ସହଯୋଗ କରିଥିଲେ ।

 

Leave A Reply

Your email address will not be published.