Baripada/ dillip mohanty : ଟ୍ରେନ ଚକ ତଳୁ ନୂଆ ଜୀବନ ଫେରିପାଇଲେ ଯୁବତୀ। ବାରିପଦା ଭଞ୍ଜପୁର ରେଲୱେ ଷ୍ଟେସନ ରେ ଘଟିଛି ଘଟୁଛି ଏହି ଭୟଙ୍କର ଓ ଆଶ୍ଚର୍ଯ୍ୟ କର ଘଟଣା। ଯୁବତୀ ଜଣଙ୍କ ବାରିପଦା ଭଞ୍ଜପୁର ଠାରେ ଚାଲିଥିବା ଜଗଦ୍ଧାତ୍ରି ମେଳା ବୁଲିବାପାଇଁ ତଙ୍କର କୁଛି ବନ୍ଧୁଙ୍କ ସହ ଆସିଥିଲେ। ତେବେ ମେଳା ବୁଲି ବାରିପଦାରୁ ବାଲେଶ୍ଵର ଯାଉଥିବା ଡିଏମୟୁ ଟ୍ରେନ୍ ରେ ଘରକୁ ଫେରୁବା ସମୟରେ ଟ୍ରେନକୁ ଉଠୁଥିଲା ସମୟରେ ଯୁବତୀଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ଟ୍ରେନ ତଳକୁ ଖସିପିଡ଼ିଥିଲେ। ଯୁବତୀ ଜଣକ ର ଗୋଡ଼ ଏବଂ ହାତରେ ଗୁରୁତର ଭାବେ ଆଘାତ ଲାଗିଥିବାବେଳେ ତାଙ୍କର ଜୀବନ ଅଳ୍ପକେ ବଂଚିଯାଇଛି। ଯୁବତୀ ଜଣଙ୍କ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅଂଚଳର ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.