Recover your password.
A password will be e-mailed to you.
ସେ ସବୁକୁ ତୁରନ୍ତ ମଂଜୁର କରାଯିବ | ଆପଣଙ୍କ ମୁଖ୍ୟମନ୍ତ୍ରୀ ଆପଣଙ୍କ ଗାଁ ରେ ! ଆପଣମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଆପଣଙ୍କ ଗାଁରେ ଆପଣଙ୍କୁ ଭେଟିବେ | ଆଜି ହେଉଛି ବିଜୁ ବାବୁଙ୍କ ଜନ୍ମ ଦିନ | ପଂଚାୟତି ରାଜ ବ୍ୟବସ୍ଥାକୁ ସୁଦୃଢ କରିବା ଆଉ ଗାଁର ବିକାଶ କୁ ତ୍ୱରାନ୍ୱିତ କରିବା ଦିଗରେ ବିଜୁ ବାବୁଙ୍କ ଅବଦାନକୁ କୁ ଆପେ ଭୁଲି ପରିବା ନାହିଁ | ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆପଣମାନଙ୍କ କାର୍ଯ୍ୟ କ୍ରମ | ଓଡିଶାବାସୀଙ୍କ ପଇସାରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି କହି ରାଜ୍ୟର ବିଭିନ୍ନ ଅଂଚଳର ଗ୍ରାମର ଲୋକାଙ୍କ ସହ କଥା ହୋଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ଠାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ଆମ ଗାଁ ,ଆମ ବିକାଶ’ ଯୋଜନାର ଶୁଭାରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ଲୋକଙ୍କ ପ୍ରସ୍ତାବ କ୍ରମେ ତୁରନ୍ତ ମଂଜୁର କରିଥିଲେ ୨ କୋଟି ଟଙ୍କାର ପ୍ରକଳ୍ପ |Prev Post
Next Post
Recover your password.
A password will be e-mailed to you.