ଇଏ କି ବିଜୁ ପ୍ରୀତି

0

ବର୍ଷକୁ ଠାରେ ଟଂଗୁଛେ ଫୁଲମାଳ , ହେଲେ ମୂର୍ତ୍ତିର ଅବସ୍ଥା ବେହାଲ

05-03-18-bolangir.jpg - 287.97 kB

ବଲାଙ୍ଗୀରରୁ ନିରୋଜ ମିଶ୍ର :  ଆଜି ହଉଛେ ପଞ୍ଚାୟତିରାଜ ଦିବସ.ଓଡିଶା ର  ବରପୁତ୍ର  ୧୦୨  ବର୍ଷ  ପୁରତୀରେ  ବିଭିନ୍ନ  କାର୍ଯ୍ୟକ୍ରମ  କରା ହଉଛେ .କିନ୍ତୁ ଅତି  ଦୁଃଖର ବିଷୟ ବଲାଙ୍ଗୀର ପ୍ରଶାସନ ଆଉ ପୌର ପ୍ରଶାସନ ଆଉ  ୧୭ ବର୍ଷ ଶାସନ କରୁଥିବା  ନବୀନ ସରକାର ବଲାଙ୍ଗୀରର  ବରପୁତ୍ରଙ୍କ ଶିଶୁ ଉଦ୍ୟାନରେ  ଯାଉ ପ୍ରତିମୂତ୍ରୀ ଅବହେଳିତ ଅବସ୍ଥାରେ ଅଛି .ଏକରେ ରଙ୍ଗ ଟିକେ  ବି ହୋଇନି,  ଦୁଇରେ  ମାର୍ବଲ  ବି  ଭାଙ୍ଗି ଯାଇଛି .ପ୍ରତି ବର୍ଷ  ଫୁଲ ମାଳ  ଦେଇ ସେଲ୍ଫି  ଆଉ ବିଭିନ୍ନ  ଖବରକାଗଜରେ  ପ୍ରକାଶ ପାଉଛି  ଆଉ ସୋସିଆଲ ମେଡିଆରେ  ଫୋଟୋ  ଅପଲୋଡ଼   ହଉଚି |.ଏଟା  ବିଜୁ  ପ୍ରେମୀମାନଙ୍କୁ  ବହୁତ ଆଘାତ ଲାଗିଛେ |.ଯଉମାନେ  ଫୁଲମାଳ  ପିନ୍ଧାଯାଉଛନ୍ତି   ସେମାନେ  ତାଙ୍କ  ପ୍ରତିମୁର୍ତିର  ଯତ୍ନ  ଟିକେ  ବି  ନାଉନ ବୋଲି ବିଯୁପ୍ରେମୀ ଜନସାଧାରଣ ଚର୍ଚ୍ଚା କରୁଛନ | 

 

Leave A Reply

Your email address will not be published.