ଗଙ୍ଗା ତୁଳସୀ  ଜୀବନ ଦୃଷ୍ଟିହୀନ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ

2

କୁଚିଣ୍ଡା (ଅଜୟ କୁମାର ବାଘ) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ଦୃଷ୍ଟିହୀନଙ୍କ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହୋ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଦୃଷ୍ଟି ବାଧିତ କଳାକାର ମାନେ ମନଛୁଆଁ ଭଜନ ପରିବେଷଣ କରିଥିଲେ | କୁଚିଣ୍ଡା ବାସି ତାଙ୍କର ଗୀତ ଶୁଣି ତାଙ୍କର ଦାନବାକ୍ସରେ ଆର୍ଥିକ ସହାୟତା ଯୋଗାଇଦେବା ସହ  ଦୃଷ୍ଟିହୀନଙ୍କୁ ଉତ୍ସାହିତ କରିଥିଲେ |

 

Leave A Reply

Your email address will not be published.